-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର–ଆଜି ଖୋର୍ଧା ଜିଲ୍ଲାରେ ୧୭୦ ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୪୮୬୧୬ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୮,୦୮୭, ବାଲେଶ୍ୱର ଜିଲ୍ଲାରେ ୧୦,୨୬୩, ବରଗଡ ଜିଲ୍ଲାରେ ୮,୬୨୯, ଭଦ୍ରକ ଜିଲ୍ଲାରେ ୬,୭୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୬,୭୪୯ . ବୌଦ୍ଧ ଜିଲ୍ଲାରେ ୨,୫୭୨, କଟକ ଜିଲ୍ଲାରେ ୨୫,୮୯୮, ଦେବଗଡ ଜିଲ୍ଲାରେ ୧,୦୫୩, ଢେଙ୍କାନାଳ ଜିଲ୍ଲାରେ ୫,୦୯୧ . ଗଜପତି ଜିଲ୍ଲାରେ ୩,୮୫୬, ଗଂଜାମ ଜିଲ୍ଲାରେ ୨୧,୧୬୯ , ଜଗତସିଂହପୁର ଜିଲ୍ଲାରେ ୭,୫୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୧୦,୮୫୪ , ଝାରସୁଗୁଡା ଜିଲ୍ଲାରେ ୬,୩୭୨, କଳାହାଣ୍ଡି ଜିଲ୍ଲାରେ ୫,୧୫୬, କନ୍ଧମାଳ ୫,୬୪୮, କେନ୍ଦ୍ରାପଡା ଜିଲ୍ଲାରେ ୭,୫୯୧, କେନ୍ଦୁଝର ଜିଲ୍ଲାରେ ୬,୩୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୭,୩୬୯ , ମାଲକାନଗିରି ଜିଲ୍ଲାରେ ୪,୮୩୭, ମୟୁରଭଂଜ ଜିଲ୍ଲାରେ ୧୧,୩୩୨. ନବରଙ୍ଗପୁର ଜିଲ୍ଲାରେ ୫,୨୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
’
ନୟାଗଡ ଜିଲ୍ଲାରେ ୫,୯୯୪, ନୂଆପଡା ଜିଲ୍ଲାରେ ୫,୬୧୩ , ପୁରୀ ଜିଲ୍ଲାରେ ୧୨,୫୨୭ ରାୟଗଡା ଜିଲ୍ଲାରେ ୮,୦୮୨. ସମ୍ବଲପୁର ଜିଲ୍ଲାରେ ୭,୯୬୮ . ସୁବର୍ଣପୁର ଜିଲ୍ଲାରେ ୪,୪୩୦ ଓ ସୁନ୍ଦରଗଡ ଜିଲ୍ଲାରେ ୧୧,୦୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୭,୪୭୩ ହୋଇଛି ।