-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୮,୦୮୭, ବାଲେଶ୍ୱର ଜିଲ୍ଲାରେ ୧୦,୨୬୩, ବରଗଡ ଜିଲ୍ଲାରେ ୮,୬୨୯, ଭଦ୍ରକ ଜିଲ୍ଲାରେ ୬,୭୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୬,୭୪୯ . ବୌଦ୍ଧ ଜିଲ୍ଲାରେ ୨,୫୭୨, କଟକ ଜିଲ୍ଲାରେ ୨୫,୮୯୮, ଦେବଗଡ ଜିଲ୍ଲାରେ ୧,୦୫୩, ଢେଙ୍କାନାଳ ଜିଲ୍ଲାରେ ୫,୦୯୧ . ଗଜପତି ଜିଲ୍ଲାରେ ୩,୮୫୬, ଗଂଜାମ ଜିଲ୍ଲାରେ ୨୧,୧୬୯ , ଜଗତସିଂହପୁର ଜିଲ୍ଲାରେ ୭,୫୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୧୦,୮୫୪ , ଝାରସୁଗୁଡା ଜିଲ୍ଲାରେ ୬,୩୭୨, କଳାହାଣ୍ଡି ଜିଲ୍ଲାରେ ୫,୧୫୬, କନ୍ଧମାଳ ୫,୬୪୮, କେନ୍ଦ୍ରାପଡା ଜିଲ୍ଲାରେ ୭,୫୯୧, କେନ୍ଦୁଝର ଜିଲ୍ଲାରେ ୬,୩୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୭,୩୬୯ , ମାଲକାନଗିରି ଜିଲ୍ଲାରେ ୪,୮୩୭, ମୟୁରଭଂଜ ଜିଲ୍ଲାରେ ୧୧,୩୩୨. ନବରଙ୍ଗପୁର ଜିଲ୍ଲାରେ ୫,୨୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
’
ନୟାଗଡ ଜିଲ୍ଲାରେ ୫,୯୯୪, ନୂଆପଡା ଜିଲ୍ଲାରେ ୫,୬୧୩ , ପୁରୀ ଜିଲ୍ଲାରେ ୧୨,୫୨୭ ରାୟଗଡା ଜିଲ୍ଲାରେ ୮,୦୮୨. ସମ୍ବଲପୁର ଜିଲ୍ଲାରେ ୭,୯୬୮ . ସୁବର୍ଣପୁର ଜିଲ୍ଲାରେ ୪,୪୩୦ ଓ ସୁନ୍ଦରଗଡ ଜିଲ୍ଲାରେ ୧୧,୦୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୭,୪୭୩ ହୋଇଛି ।