ଓଡିଶା ମାଛଧରା ଟ୍ରଲର ଦୁର୍ଘଟଣା : ନିଖୋଜ ୪ ମତ୍ସ୍ୟଜିବୀ ଉଦ୍ଧାର desk October 27, 2020 ପାରାଦ୍ୱୀପ– ପାରାଦ୍ୱୀପ ସମୁଦ୍ର ତଟରେ ଏକ ମାଛଧରା ଟ୍ରଲର ଦୁର୍ଘଟଣା ପରେ ନିଖୋଜ ଥିବା ୪ ମତ୍ସ୍ୟଜିବୀଙ୍କୁ ଗତକାଲି ରାତିରେ ଅନ୍ୟ କେତେକ ମତ୍ସ୍ୟଜିବୀ ଉଦ୍ଧାର କରିଥିବା ସୂଚନା ମିଳିଛି । ପ୍ରକାଶ ଥାଉ କି, ପାରାଦ୍ୱୀପ ସମୁଦ୍ର ତଟରେ ‘ମାମିନା’ ନାମକ ଏକ ମାଛଧରା ଟ୍ରଲର କୌଣସି କାରଣରୁ ଗତକାଲି ଭୋର୍ ସମୟରେ ଭାରସାମ୍ୟ ହରାଇ ବୁଡି ଯାଇଥିଲା । ଏହି ମାଛ ଧରା ଟ୍ରଲରରେ ୯ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ ପଡ଼ୋଶୀ ଟ୍ରଲର ଉଦ୍ଧାର କରିଥିଲେ । ହେଲେ ଘଟଣା ପରେ ଅନ୍ୟ ୪ ଜଣ ନିଖୋଜ ଥିଲେ । Tags: Missing 4 Fisher man rescued from sea water Continue Reading Previous: କମାରଶାଳରୁ ଯୁବକଙ୍କ ମୃତଦେହ ଉଦ୍ଧାରNext: ବାଇକ୍ ଦୁର୍ଘଟଣାରେ ଜଣେ ମୃତ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଓସେପା ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ବ୍ୟବହାରିକ ଦକ୍ଷତା ପ୍ରଶିକ୍ଷଣ ଆୟୋଜିତ 1 min read ଓଡିଶା ଓସେପା ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ବ୍ୟବହାରିକ ଦକ୍ଷତା ପ୍ରଶିକ୍ଷଣ ଆୟୋଜିତ December 19, 2025 ଭଞ୍ଜକଳା ମଣ୍ଡପରେ ଆରମ୍ଭ ହେଲା ଜାତୀୟ କଣ୍ଢେଇ ନାଟ ଉତ୍ସବ ଓଡିଶା ଭଞ୍ଜକଳା ମଣ୍ଡପରେ ଆରମ୍ଭ ହେଲା ଜାତୀୟ କଣ୍ଢେଇ ନାଟ ଉତ୍ସବ December 19, 2025 ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କ କ୍ଷେତ୍ର ପରିଦର୍ଶନ ଏବଂ ସମୀକ୍ଷା ଓଡିଶା ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କ କ୍ଷେତ୍ର ପରିଦର୍ଶନ ଏବଂ ସମୀକ୍ଷା December 19, 2025