କୋଭିଡ ନିୟମ ପାଳନ କରିବା ଅନିବାର୍ଯ୍ୟ ହୋଇଛି I ପୁରୀଜିଲ୍ଲା ରେ କରୋନା ସଂକ୍ରମଣର ସଂଖ୍ୟା କମିଥିବାରୁ ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ପାଇଁ ପ୍ରଶାସନ ତରଫରୁ ଲାଗିଥିବା କଟକଣା ଉଠେଇ ନିଆ ଯାଇଛି |
ଶେଷକୃତ୍ୟ କରିବାକୁ ୨0ରୁ ଅଧିକ ଲୋକ ସାମିଲ ନହେବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି |ସେ କହିଛନ୍ତି ଶେଷକୃତ୍ୟରେ ସାମିଲ ହେବା ସମୟରେ ମାସ୍କ ପିନ୍ଧିବା , ସାନିଟାଈଜ଼ର ବ୍ୟବହାର ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯିବ |ଏଥିପ୍ରତି ଧ୍ୟାନ ଦେବାପାଇଁ ପୁରୀ ମ୍ୟୁନିସିପାଲିଟି ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦେଶ କରାଯାଇଛି |
କରୋନା ରେ ମୃତ୍ୟୁ ହୋଇଥିଲେ କିନ୍ତୁ କଟକଣା ବଳବତ୍ତର ରହିବ I
ଏକ ଭିଡ଼ିଓ ମାଧ୍ୟମରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଏହି ସୂଚନା ପ୍ରଦାନ କରିଛନ୍ତି |
Related Stories
November 23, 2024