![](https://indokalingtimes.com/wp-content/uploads/2019/10/ma-durga.jpg)
ଭୁବନେଶ୍ୱର – ଆଜି ରାଜ୍ୟରେ ବିଭିନ୍ନ ପୂଜା ମଣ୍ଡପ ଓ ଦେବୀ ପୀଠ ମାନଙ୍କରେ ମା ଦୂର୍ଗାଙ୍କ ଷଷ୍ଠୀ ପୂଜା ଆରମ୍ଭ ହୋଇଛି । ବେଲବରଣୀ ସହ ଏହି ପୂଜାକାର୍ଯ୍ୟ ରୀତିନୀତି ମୁତାବକ ଆରମ୍ଭ ହୋଇଛି । ଏଥି ନିମନ୍ତେ କୂଆଖାଇ ଓ ବିଭିନ୍ନ ନଦୀରୁ କଳସ ଯୋଗେ ପାଣି ଉଠାଯାଇ ଦେବୀ ପୀଠରେ ଏହି କଳସକୁ ସ୍ଥାପନ କରାଯାଇଛି ।