
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ପବିତ୍ର ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ ଅବସରରେ ବିଜୁ ଛାତ୍ର ଜନତା ଦଳ ତରଫରୁ ସକାଳ ୮:00 ଟା ସମୟରେ ସମାଜ କାର୍ଯ୍ୟାଳୟ ରେ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରାଗଲା |
ଏଥିରେ ସବ୍ୟସାଚୀ ମହାପାତ୍ର(ଜିଲ୍ଲା ସମ୍ପାଦକ,ବିଜୁ ଜନତା ଦଳ), ନାରାୟଣ ପ୍ରସାଦ ସିଂ(ରାଜ୍ୟ ସାଧାରଣ ସମ୍ପାଦକ,ବିଜୁ ଛାତ୍ର ଜନତା ଦଳ), ରାଜେଶ ରଥ(ସଭାପତି,ବିଜୁ ଛାତ୍ର ଜନତା ଦଳ,ପୁରୀ ଜିଲ୍ଲା),ଶକ୍ତି ରଥ(ରାଜ୍ୟ ସାଧାରଣ ସଂପାଦକ,ବିଜୁ ଛାତ୍ର ଜନତା ଦଳ),ହିମାଂଶୁ ଚନ୍ଦ୍ର ସାହୁ,ଆଲୋକ ଭୋଇ,ଅଭିଜିତ ସ୍ୱାଇଁ,ଭାଗବତ ପ୍ରସାଦ ,ଶିବ ସୁନ୍ଦର ପ୍ରଧାନ ଙ୍କ ସହ ଅନ୍ୟ ଛାତ୍ର ନେତା ମାନେ ଉପସ୍ଥିତ ଥିଲେ |