ଭୁବନେଶ୍ୱର- ଶୁକ୍ରବାର ଦିନ ଭୋର ୪ଟାରେ ୫ଟି ସଚିବ ଭିକେ ପାଣ୍ଡିଆନ୍ କଟକ ଗସ୍ତ କରି କଟକ ବଡ଼ ଡାକ୍ତରଖାନାର ଉନ୍ନତିକରଣ ତଥା ରାସ୍ତା ସମ୍ପ୍ରସାରଣ କାମର ସମୀକ୍ଷା କରିଥିବା ଜଣା ପଡିଛି ।
ତାଙ୍କର ଏହି ଗସ୍ତ ସମୟରେ ପୂର୍ତ ସଚିବ, ଶକ୍ତି ସଚିବ, ଆରଡିସି, କଟକ ଜିଲ୍ଲାପାଳ ଏବଂ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ସାମିଲ ଥିଲେ । ଏହା ସହିତ ଏସସିବିର ରାସ୍ତା ସମ୍ପ୍ରସାରଣର ସମୀକ୍ଷା କରାଯାଇଥିବା ଜଣା ପଡିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO