-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର–ଆଜି ଖୋର୍ଧା ଜିଲ୍ଲାରେ ୫୬୮ ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୪୧,୭୧୮ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୫୦୭୫, ବାଲେଶ୍ୱର ଜିଲ୍ଲାରେ ୮୨୭୮ , ବରଗଡ ଜିଲ୍ଲାରେ ୭୦୭୭, ଭଦ୍ରକ ଜିଲ୍ଲାରେ ୫୬୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୪୯୮୨. ବୌଦ୍ଧ ଜିଲ୍ଲାରେ ୨୦୮୨, କଟକ ଜିଲ୍ଲାରେ ୨୨,୨୮୯, ଦେବଗଡ ଜିଲ୍ଲାରେ ୭୫୫, ଢେଙ୍କାନାଳ ଜିଲ୍ଲାରେ ୪୧୭୫. ଗଜପତି ଜିଲ୍ଲାରେ ୩୬୬୮, ଗଂଜାମ ଜିଲ୍ଲାରେ ୨୦୪୬୭ , ଜଗତସିଂହପୁର ଜିଲ୍ଲାରେ ୫୭୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୯୧୧୩, ଝାରସୁଗୁଡା ଜିଲ୍ଲାରେ ୫୦୪୨, କଳାହାଣ୍ଡି ଜିଲ୍ଲାରେ ୩୭୧୫, କନ୍ଧମାଳ ୪୮୫୬, କେନ୍ଦ୍ରାପଡା ଜିଲ୍ଲାରେ ୫୯୧୮, କେନ୍ଦୁଝର ଜିଲ୍ଲାରେ ୪୯୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୬୪୭୬ , ମାଲକାନଗିରି ଜିଲ୍ଲାରେ ୩୯୯୬, ମୟୁରଭଂଜ ଜିଲ୍ଲାରେ ୮୯୧୩. ନବରଙ୍ଗପୁର ଜିଲ୍ଲାରେ ୪୧୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୫୧୭୫, ନୂଆପଡା ଜିଲ୍ଲାରେ ୩୭୭୬ , ପୁରୀ ଜିଲ୍ଲାରେ ୧୦,୯୪୧, ରାୟଗଡା ଜିଲ୍ଲାରେ ୭୬୭୫. ସମ୍ବଲପୁର ଜିଲ୍ଲାରେ ୬୭୨୮ . ସୁବର୍ଣପୁର ଜିଲ୍ଲାରେ ୩୩୯୦ ଓ ସୁନ୍ଦରଗଡ ଜିଲ୍ଲାରେ ୮୧୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୬୧୧୦ ହୋଇଛି ।