-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର–ଆଜି ଖୋର୍ଧା ଜିଲ୍ଲାରେ ୪୪୮ ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୪୧,୧୫୦ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୪୯୯୩, ବାଲେଶ୍ୱର ଜିଲ୍ଲାରେ ୮୧୫୭ , ବରଗଡ ଜିଲ୍ଲାରେ ୬୯୮୪, ଭଦ୍ରକ ଜିଲ୍ଲାରେ ୫୬୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୪୮୮୮. ବୌଦ୍ଧ ଜିଲ୍ଲାରେ ୨୦୫୧, କଟକ ଜିଲ୍ଲାରେ ୨୨,୧୨୩, ଦେବଗଡ ଜିଲ୍ଲାରେ ୭୩୫, ଢେଙ୍କାନାଳ ଜିଲ୍ଲାରେ ୪୦୮୯. ଗଜପତି ଜିଲ୍ଲାରେ ୩୬୬୧, ଗଂଜାମ ଜିଲ୍ଲାରେ ୨୦୪୨୦ , ଜଗତସିଂହପୁର ଜିଲ୍ଲାରେ ୫୭୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୯୦୨୩, ଝାରସୁଗୁଡା ଜିଲ୍ଲାରେ ୪୯୭୮, କଳାହାଣ୍ଡି ଜିଲ୍ଲାରେ ୩୬୫୨, କନ୍ଧମାଳ ୪୮୧୩, କେନ୍ଦ୍ରାପଡା ଜିଲ୍ଲାରେ ୫୭୮୩, କେନ୍ଦୁଝର ଜିଲ୍ଲାରେ ୪୮୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୬୪୩୩ , ମାଲକାନଗିରି ଜିଲ୍ଲାରେ ୩୯୧୪, ମୟୁରଭଂଜ ଜିଲ୍ଲାରେ ୮୮୨୧. ନବରଙ୍ଗପୁର ଜିଲ୍ଲାରେ ୪୦୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୫୧୩୧, ନୂଆପଡା ଜିଲ୍ଲାରେ ୩୭୦୨ , ପୁରୀ ଜିଲ୍ଲାରେ ୧୦,୭୯୬, ରାୟଗଡା ଜିଲ୍ଲାରେ ୭୬୫୮. ସମ୍ବଲପୁର ଜିଲ୍ଲାରେ ୬୫୯୦ . ସୁବର୍ଣପୁର ଜିଲ୍ଲାରେ ୩୩୦୩ ଓ ସୁନ୍ଦରଗଡ ଜିଲ୍ଲାରେ ୮୦୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୫୯୦୮ ହୋଇଛି ।