
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ରାଜ୍ୟରେ ୨୭ ନୂତନ ଏନ୍ଏସି ଗଠନ ପାଇଁ ପ୍ରସ୍ତାବ ରହିଛି। ଏହାମଧ୍ୟରେ ପୁରୀର କାକଟପୁର, ସାକ୍ଷୀଗୋପାଳ ଓ ବ୍ରହ୍ମଗିରି, ଖୋର୍ଦ୍ଧା ଜିଲାର ବୋଲଗଡ଼, ମୟୂରଭଞ୍ଜର ବେତନଟୀ, ଢେଙ୍କାନାଳର ପରଜଙ୍ଗ, ଭୋଗରାଇ, ସାଲେପୁର, ବଡ଼ମ୍ବା ଓ ନରସିଂହପୁର, ବିଞ୍ଝାରପୁର, ଧର୍ମଶାଳା ଓ ଚଣ୍ଡିଖୋଲ, ଗଞ୍ଜାମର କୁକୁଡ଼ାଖଣ୍ଡି, ଧାମରା, ସୁବର୍ଣ୍ଣପୁରର ବୀରମହାରାଜପୁର, ସୁନ୍ଦରଗଡ଼ର ବଣେଇ, ଲୋଇସିଙ୍ଗା, ବେଲପଡ଼ା ଓ ବଙ୍ଗମୁଣ୍ଡା, ସୁବର୍ଣ୍ଣପୁରର ଡୁଙ୍ଗୁରିପାଲି, ଅନୁଗୋଳର ପାଲଲହଡ଼ା ଓ ଛେଣ୍ଡିପଦା, ବୌଦ୍ଧର କଣ୍ଟାମାଳ, ନୂଆପଡ଼ାର ସିନାପାଲି, ବରଗଡ଼ର ଭଟ୍ଲି ଏବଂ ନୟାଗଡ଼ ଜିଲାର ଶରଣକୁଳ ରହିଛି। ବିଧାନସଭାରେ ବିଜେଡ଼ି ବିଧାୟକ ଭୂପିନ୍ଦର ସିଂହଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO