କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ପୁରୀ ସଦର ବଳଭଦ୍ରପୁର ପଂଚାୟତ ପୋଡାକେରା ଗ୍ରାମରୁ ଅଜଗର ସାପ ଉଦ୍ଧାର କରାଯାଇଛି |ଅଜଗର ସାପଟି ୧୨.୫ ଫୁଟ ଲମ୍ବ ଏବଂ ୧୬ କେଜି ଓଜନର ଥିଲା | ଖବର ପାଇବା ପରେ ସାପଟିକୁ ଗ୍ରାମବାସୀଙ୍କ ସହାୟତାରେ ସ୍ନେକ୍ ହେଲ୍ପ ଲାଇନ ର ସଂଗ୍ରାମ କେଶରୀ ଉଦ୍ଧାର କରିଥିଲେ |ଉଦ୍ଧାର କରିବା ପରେ ସାପଟିକୁ ବନ ବିଭାଗ କର୍ମଚାରୀ ଙ୍କୁ ହସ୍ତାନ୍ତର କରିଥିଲେ ।
Related Stories
November 23, 2024