April 23, 2026

ଓଡିଶା

ଜଟଣୀ- ପ୍ରବାଦ ପୁରୁଷ  ଓଡିଶାର ପୁର୍ବତନ ମୂଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀକୁ ସାରା ରାଜ୍ୟ ପଂଚାୟତିରାଜ ଦିବସରୁପେ ପାଳନ କରିଆସୁଛି ...
ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ କାଲିମୁଣ୍ଡା-ଜନକପୁର ରାସ୍ତାରେ ଆଜି ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ରେଙ୍ଗାଳି ନାଳ ମଧ୍ୟକୁ ଓଲଟି ପଡିବାରୁ...
କଟକ- ପୂର୍ବରୁ ଦୁଇ ଜଣ ମହିଳା କିଡ଼ନୀ ଦାନ କରିଥିବା ବେଳେ ଏଥିରେ ଆଉ ଜଣେ ମହିଳା ସାମିଲ୍ ହୋଇଛନ୍ତି । ଏହି...
ଭୁବନେଶ୍ୱର– ବିଜୁ ଜନତା ଦଳର ସରକାରଙ୍କର ରାଜ୍ୟରେ ଶାସନ ବ୍ୟବସ୍ଥାରେ 20 ବର୍ଷ  ପୂର୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ କୃତଜ୍ଞତା ଜ୍ଞାପନ  କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ  “ ସେହି ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ କୋଟିକୋଟି ଓଡ଼ିଆଙ୍କ ସମର୍ଥନରେ ଆମ ସରକାର ଲୋକଙ୍କ ସେବାରେ ୨୦ବର୍ଷ ପୂରଣ କରିଛି। ଏଥିପାଇଁ ମୁଁ ଓଡ଼ିଶାବାସୀଙ୍କ ନିକଟରେ ଋଣୀ। ଏହି ଧାରାକୁ ବଜାୟ ରଖି ଆସନ୍ତୁ, ନୂଆ ଓଡ଼ିଶା ଗଠନ ଦିଗରେ ଆଗକୁ ବଢିବା।  ”
ଭୁବନେଶ୍ୱର।ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ବିଜେଡି ପକ୍ଷରୁ ଦଳର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଜୀବନ ବିନ୍ଦୁ କାର୍ଯକ୍ରମ ଓ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ।ଶ୍ରୀ ପଟ୍ଟନାୟକ ଦଳୀୟ କାର୍ଯ୍ୟାଳୟ ଠାରେ ଆୟୋଜିତ ସଭାରେ ଯୋଗ ଦେଇ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଂଜଳି ଦେଇଥିଲେ ।  ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମରେ ଦଳୀୟ କର୍ମୀଙ୍କ ରକ୍ତଦାନ ପ୍ରତି ଆଗ୍ରହ ବେଶ ଉତ୍ସାହପ୍ରଦ ବୋଲି କହିବା ସହ  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଲୋକଙ୍କ ସେବାରେ ବିଜୁବାବୁ ନିଜ ଜୀବନକୁ ଉତ୍ସର୍ଗ କରିଥିଲ ବୋଲି କହିଥିଲେ  । ସେ କହିଥିଲେ ଯେ ବିଜୁ ବାବୁଙ୍କ  ତାଙ୍କ ଆଦର୍ଶ ସର୍ବଦା ଅନୁକରଣୀୟ।
ଆନନ୍ଦପୁର / ଭୁବନେଶ୍ୱର- କେନ୍ଦୁଝର ଜିଲ୍ଲାର  ଘଷିପୁରା ଥାନା ଏନ ଏଚ୨୦ କୋଳିମାଟି ଛକ ନିକଟରେ ଗୋଟିଏ ଅଜଣା ଗାଡି ପଛରେ ବୋଲେରୋ ଧକ୍କା ଦେବାରୁ ଘଟଣା ସ୍ଥଳରେ ଡ୍ରାଇଭର ର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଡ୍ରାଇଭର ଜଣକ ଯୋଡ଼ା ର ଟୁଟୁ ପାତ୍ର ବୋଲି ଜଣାପଡିଛି। ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଯୋଡ଼ା ଅଞ୍ଚଳରୁ ଦେବାଶିଷ ମହାକୁଡ଼ ନିଜ ମା ଙ୍କ ଅପରେସନ ଭୁବନେଶ୍ୱର ରେ ହେବାକୁ ଥିବା ବେଳେ ତାଙ୍କୁ ଦେଖା କରିବାକୁ   ବୋଲେରୋ ଭଡା କରି  ବାହାରିଥିଲେ। ସାଙ୍ଗରେ ଥିଲେ ତାଙ୍କ ଭଣଜା ବିଜୟ ମହାକୁଡ଼। ତେବେ କୋଳିମାଟି ନିକଟରେ ସାମ୍ନାରେ ଥିବା ଗୋଟିଏ ଗାଡିକୁ ଧକ୍କା ଦେଇଥିଲା ବୋଲେରୋ ଟି। ଦୁର୍ଘଟଣା ପରେ ସାମ୍ନାରେ ଥିବା ଗାଡିଟି ଫେରାର ହୋଇଯାଇଛି। ଖବରପାଇ  ଘଟଣା ସ୍ଥଳରେ ଘଷିପୁରା ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଡ଼ାକ୍ତରଖାନା ଆଣିବା ସହିତ ଅଧିକ ତଦନ୍ତ ଜାରି ରଖିଛି।
error

Enjoy this blog? Please spread the word :)

Follow by Email
Instagram
Telegram