ସମ୍ବଲପୁର, ସମ୍ବଲପୁର ଠେଲକୁଲି ସ୍ଥିତ ଜେଏସଡବ୍ଲ୍ୟୁ ଭୂଷଣ କାରଖାନାର ପାଚେରୀ ଭାଙ୍ଗିଯିବାରୁ ବାଞ୍ଜିବେରଣା ଗ୍ରାମର ଚାଷ ଜମିରେ ମାଡିଯାଇଛି ଲୁହାଗୁଣ୍ଡ ମିଶ୍ରିତ ପାଣି...
ଓଡିଶା
ରାଉରକେଲା, ରାଉରକେଲା ସହରରୁ ବିଶ୍ରାକୁ ଏଠାରେ ଥିବା ବ୍ଲକ ଏଜୁକେସନ ଅଫିସ ସ୍ଥାନାନ୍ତର ହେବା ପରେ ସହରାଂଚଳ ଶିକ୍ଷା ବ୍ୟବସ୍ଥାର ସୁପରିଚାଳନା ଲାଗି...
ମାଲକାନଗିରି, ପଚାଂୟତ ନିର୍ବାଚନ ବିଗୁଲ୍ ବାଜିବା ପରେ ଚାରିଆଡ଼େ ନିର୍ବାଚନକୁ ନେଇ ଅଙ୍କକଷା ଆରମ୍ଭ ହୋଇଥିବା ବେଳେ ଏହି ନିର୍ବାଚନକୁ ନେଇ ବିଶେଷ...
ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଅନେକ ଗ୍ରାମବାସୀ ମାନଙ୍କର ଭୋଟର ତାଲିକାରେ ନାଁ ନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି...
ମାଲକାନଗିରି, ଆଜି ୧୫ ଗୋଟି ଜିଲ୍ଲା ପରିଷଦ ଆସନରେ ନିର୍ବାଚନ ଲଢିବା ପାଇଁ ମାଲକାନଗିରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେଡିର ୧୫ ଜଣ ପ୍ରାର୍ଥୀ...
ବଲାଙ୍ଗିର, ବିଭିନ୍ନ ନିଶାର ବେଆଇନ ବ୍ୟାପାରରେ ବଲାଙ୍ଗୀର ପେଣ୍ଠରେ ପରିଣତ ହୋଇଛି । ବେପାରୀ ମାନେ ତାଙ୍କର ସାମ୍ରାଜ୍ୟ ବିସ୍ତାର କରିଥିଲା ବେଳେ...
ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ଜୋନ୍ ନଂ ୨ ପାଇଁ ଜିଲ୍ଲା ପରିଷଦ ସଭ୍ୟ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କୋୟା...
ନୂଆପଡ଼ା, ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକର ଖୁଦପେଜ, ଲାଞ୍ଜି, କିରିକିଟା ପଂଚାୟତ କାର୍ଯ୍ୟାଳୟକୁ ଆଜି ତାଲା ପକାଇଛନ୍ତି ଖଡିଆଳ ଆଦିବାସୀ କଲ୍ୟାଣ ସଂଘର...
ମାଲକାନଗିରି, ଛତିଶଗଡ ଦାନ୍ତେୱାଡା ଜିଲ୍ଲାରେ ପୁଣି ଏନକାଣ୍ଟର । ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଛି । ମୃତ ମାଓବାଦୀ...
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ତହଁର ଗ୍ରାମର କିଶୋର ଚନ୍ଦ୍ର ପାଢୀଙ୍କ ଗତ ୯ ତାରିଖ ବିଳମ୍ବିତ ରାତିରେ ହିଞ୍ଜଳିକାଟୁ...
