November 11, 2025

ରାଷ୍ଟ୍ରୀୟ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଡୁଚେରୀଠାରେ NH45-Aର ଚାରିଲେନ ବିଶିଷ୍ଟ ରାସ୍ତାର ଶିଳାନ୍ୟାସ କରିଛନ୍ତି । ଏହା କରାଇକାଲ ଜିଲ୍ଲା...
ନୂଆଦିଲ୍ଲୀ,ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ 26,2021 ପୂର୍ବାହ୍ନ 11:50ରେ ଦ୍ୱିତୀୟ ଖେଲୋ ଇଣ୍ଡିଆ ଜାତୀୟ ଶୀତକାଳୀନ କ୍ରୀଡାରେ ଉଦଘାଟନୀ ଅଭିଭାଷଣ ପ୍ରଦାନ କରିବେ ।ଏହି କାର୍ଯ୍ୟକ୍ରମ ଫେବୃଆରୀ 26ରୁ ମାର୍ଚ୍ଚ 02, 2021 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଜମ୍ମୁ ଓ କଶ୍ମୀର କ୍ରୀଡା ପରିଷଦ ଏବଂ ଜମ୍ମୁ ଓ କଶ୍ମୀର ଶୀତକାଳୀନ କ୍ରୀଡା ସଂଘର ମିଳିତ ସହଯୋଗରେ କେନ୍ଦ୍ର ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଛି । ଏହି କ୍ରୀଡା କାର୍ଯ୍ୟକ୍ରମରେ ଆଲପାଇନ୍ ସ୍କିଙ୍ଗ୍, ନର୍ଡିକ୍ ସ୍କି, ସ୍ନୋବୋର୍ଡିଂ, ସ୍କି ପର୍ବତାରୋହଣ, ଆଇସ୍ ହକି, ଆଇସ୍ ସ୍କେଟିଂ, ଆଇସ୍ ଷ୍ଟକ୍ ଇତ୍ୟାଦି ଅନ୍ତର୍ଭୁକ୍ତ ହେବ । ଏହି ଖେଳଗୁଡିକରେ ଅଂଶଗ୍ରହଣ କରିବା ପାଇଁ 27ଟି ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ବୋର୍ଡମାନେ ସେମାନଙ୍କ ଦଳ ପଠାଉଛନ୍ତି ।
ନୂଆଦିଲ୍ଲୀ, ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୭ତାରିଖ ଦିନ ୧୧ଟାବେଳେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଭାରତୀୟ ଖେଳଣା ମେଳା ଉଦ୍‌ଘାଟନ କରିବେ । ଶିଶୁର...
ନୂଆଦିଲ୍ଲୀ,କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ(ଏମ.ସି.ଏ.) ଏବଂ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ମଧ୍ୟରେ ତଥ୍ୟ ବିନିମୟ ନିମନ୍ତେ ଆଜି ଏକ...
ଦିଲ୍ଲୀ, ଦିଲ୍ଲୀରେ ଗତ ୨୪ ଘଂଟାରେ ୨୨୦ ନୂଆ କରୋନାର ମାମଲା ସାମନାକୁ ଆସିଛି । । ଦିଲ୍ଲୀ ପ୍ରଶାସନ ପକ୍ଷରୁ ଏହି...
ଆଇଜଲ,ମିଜୋରାମରେ ଗତ ୨୪ ଘଂଟା ମଧ୍ୟରେ ୬ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା...
error

Enjoy this blog? Please spread the word :)

Follow by Email
Instagram
Telegram