କୈଳାଶ ଚନ୍ଦ୍ର ପଣ୍ଡା ,ପୁରୀ ବୁଧବାର ପୌଷ ଶୁକ୍ଳ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ – ମାନଙ୍କ ‘ବନକ ଲାଗି’ ବା ‘ଶ୍ରୀମୁଖ...
desk
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO
ଶିବରାମ ଚୌଧୁରୀ-ବେଲଗୁଣ୍ଠା ଗଞ୍ଜାମ ଜିଲ୍ଲାର କଳା ଓ ସଂସ୍କୃତିର ସହର ବେଲଗୁଣ୍ଠାକୁ ସ୍ଵଚ୍ଛତା କ୍ଷେତ୍ରରେ ସାରା ଦେଶରେ ଏକ ଆଦର୍ଶ ସହରରେ ପରିଣତ...
ଶିବରାମ ଚୌଧୁରୀ-ବେଲଗୁଣ୍ଠା ଆଜି ବେଲଗୁଣ୍ଠା ପଞ୍ଚାୟତ ସମିତିର ଅଷ୍ଟମ ଅଧିବେଶନର ଆୟୋଜନ କରାଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ...
ଦଳକୁ ଓ୍ଵାର୍ଡସ୍ତରରେ ପହଞ୍ଚାଇ ଅଧିକ ମଜଭୁତ କରିବାକୁ ନିଆଗଲା ସଂକଳ୍ପ ବାଲେଶ୍ଵର,କୃଷ୍ଣ କୁମାର ମହାନ୍ତି ଆଜି ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପ ଠାରେ...
ଜଗନ୍ନାଥ ପ୍ରସାଦ :୨୦.୦୧.୨୦୨୧ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀ ମୋହନ ପ୍ରଧାନଙ୍କ ପତ୍ନୀ ସ୍ଵର୍ଗତ...
ନୂଆଦିଲ୍ଲୀ,ଜେଇଇ ଏବଂ ଏନ୍ଇଇଟି ସିଲାବସ୍ 2021 ବର୍ଷ ଅପରିବର୍ତ୍ତିତ ରହିବ । ତେବେ, ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ଜେଇଇ ଏବଂ ଏନ୍ଇଇଟି ପରୀକ୍ଷାରେ ପ୍ରଶ୍ନର ଉତ୍ତର ଦେବାରେ ବିକଳ୍ପ ପାଇବେ । ଜେଇଇ ସିଲାବସ୍ (2021 ମେନ) ପୂର୍ବବର୍ଷ ଭଳି ସମାନ ରହିବ । କିନ୍ତୁ ଛାତ୍ରଛାତ୍ରୀମାନେ 90ଟି ପ୍ରଶ୍ନ (ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତରେ 30 ଟି କରି) ମଧ୍ୟରୁ ଯେକୌଣସି 75ଟି ପ୍ରଶ୍ନ (ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତରେ 25 ଟି କରି) ର ଉତ୍ତର ଦେବାର ସୁଯୋଗ ପାଇବେ । 2020 ରେ ଅନୁଷ୍ଠିତ ଜେଇଇ (ମୁଖ୍ୟ) ପରୀକ୍ଷାରେ ମୋଟ୍ 75ଟି ପ୍ରଶ୍ନ (ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତରେ 25 ଟି କରି) ରହିଥିଲା ଏବଂ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥିଲା ।2021 ଏନ୍ଇଇଟି (ୟୁଜି) ପ୍ରଶ୍ନପତ୍ରର ପ୍ରକୃତ ନମୂନା ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । କିନ୍ତୁ ଦେଶର କେତେକ ବୋର୍ଡର ସିଲାବସ ହ୍ରାସକୁ ଦୃଷ୍ଟିରେ ରଖି ଏନ୍ଇଇଟି (ୟୁଜି) 2021 ର ପ୍ରଶ୍ନପତ୍ରରେ ଜେଇଇ (ମୁଖ୍ୟ) ଭଳି ବ୍ୟବସ୍ଥା ରହିପାରେ ।
ନୂଆଦିଲ୍ଲୀ, ଆଇଆଇଟି, ଏସପିଏ ଏବଂ ଅନ୍ୟ ସିଏଫଟିଆଇଗୁଡ଼ିକରେ ନାମ ଲେଖା ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା -ଜେଇଇ ମେନ ଦେଉଥିବା ଛାତ୍ରଛାତ୍ରୀଙ୍କ ଲାଗି ଦ୍ୱାଦଶ ଶ୍ରେଣୀରେ 75%ରୁ ଅଧିକ...
ଦିଲ୍ଲୀ, ଦିଲ୍ଲୀରେ ଗତ ୨୪ ଘଂଟାରେ ୨୩୧ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୧୦ ଜଣଙ୍କର...
କୋଲକାତା , ପଶ୍ଚିମବଙ୍ଗ ରେ ଗତ ୨୪ ଘଂଟାରେ ୪୧୨ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ...
ମୁମ୍ବାଇ , ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୨,୨୯୪ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୫୦...
