December 30, 2025

desk

ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ  ଓ ବିଶ୍ୱର ସମସାମୟିକ ଖବର ସହିତ  ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ  କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।  HEMANT KUMAR TIWARI MANAGING EDITOR CUM CEO
ଗଞ୍ଜାମ, ବ୍ରହ୍ମପୁର ପୋଲିସ ପକ୍ଷରୁ ଲୋକଙ୍କୁ କରୋନାଜନିତ ସଚେତନତା ସହ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଚଢ଼ଉ ଜାରୀ ରହିଛି । ପ୍ରତିଦିନ...
ମାଲକାନଗିରି,  ଗତକାଲି ରାତିରେ ବଜ୍ରପାତରେ ୬ ଗୋରୁଙ୍କ ମୃତ୍ୟୁ ଘଟିଛି । ମାଲକାନଗିରି ସଦର ବ୍ଲକ୍ ଅନ୍ତର୍ଗତ ଚାଲାଣଗୁଡ଼ା ପଚାଂୟତ ଏମଭି-୧ ଗ୍ରାମରେ...
କନ୍ଧମାଳ,  କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟସ୍ଥ ଗୁଦାରି ସାଧନ ଛକ ଠାରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ପତ୍ରକୋବି ବୋଝେଇ ହୋଇଥିବା...
ବାରିପଦା,  ଅନ୍ତଃରାଜ୍ୟ ବସ ଚଳାଚଳ ବନ୍ଦ ଥିବାବେଳେ ଗତକାଲି ଦାସ ଓଡି-୧୧-ଏସ-୧୧୧୪ ଦାସ ଏଣ୍ଡ୍ ଦାସ ନାମକ ଏକ ଘରୋଇ ବସ ଯାତ୍ରୀ ବୋଝେଇ କରି କଲିକତା ଅଭିମୁଖେ ଯାଉଥିଲା। ତେବେ ଏସମ୍ପର୍କରେ ସୂଚନା ପାଇ ବାରିପଦା ଟାଉନ ଥାନା ପୁଲିସ ବସକୁ ଜବତ କରିଥିଲା। ଆଜି ବସର ଦୁଇ କର୍ମଚାରୀ ଅନନ୍ତ ଗୋପାଳ ବେହେରା(୪୨) ଏବଂ ଦଇତାରୀ ମହାନ୍ତ(୪୦)ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲଣ କରିଛି। ସେହିପରି କୋଭିଡ୍ ନିୟମ ଉଂଲଘନ କରି କଲିକତା ଯାଉଥିବାରୁ ବସ୍କୁ ଜବତ କରାଯାଇଛି। ଏପରିକି କରୋନା କାଳରେ ଯାତ୍ରୀଙ୍କ ଜୀବନକୁ ବିପନ୍ନ କରି ଅନ୍ତଃରାଜ୍ୟ ଯାତାୟତ ଉଦ୍ୟମ କରିଥିବାରୁ ବସର ପରମିଟ୍ ବାତିଲ କରିବାକୁ ଚିଠି ଲେଖାଯିବା ନେଇ ସୂଚନା ମିଳିଛି
କେନ୍ଦ୍ରାପଡା-କେନ୍ଦ୍ରାପଡାର ଜଣାଶୁଣା ସମାଜସେବୀ ତଥା ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ କୁମାର ମହାନ୍ତିଙ୍କୁ ରାଜ୍ୟ ସ୍ତରୀୟ ବାଣୀପୀଠ ସମ୍ମାନରେ ସମ୍ବର୍ନ୍ଧିତ...
ଭୁବନେଶ୍ୱର,  ବିରୋଧୀ ଦଳର ନେତା ପ୍ରଦୀପ୍ତ କୁମାର ନାଏକ ପବିତ୍ର ରାମ ନବମୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି...
ଭୁବନେଶ୍ୱର,  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରାଦ୍ଧବାର୍ଷିକୀ ଅବସରରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ମନେ ପକାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି...
ଭୁବନେଶ୍ୱର,  ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ସଦାଶିବ ତ୍ରିପାଠୀଙ୍କୁ ଜୟନ୍ତୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ମନେ ପକାଇଛନ୍ତି ।  ସେ ଟ୍ୱିଟ କରି କହିଛନ୍ତି...
error

Enjoy this blog? Please spread the word :)

Follow by Email
Instagram
Telegram