ରାଷ୍ଟ୍ରୀୟ ତେଲେଙ୍ଗାନାରେ ଗତ ୨୪ ଘଂଟାରେ କରୋନାର ୮,୧୨୬ ନୂଆ ମାମଲା desk April 26, 2021 ହାଇଦ୍ରାବାଦ , ତେଲେଙ୍ଗାନାରେ ଗତ ୨୪ ଘଂଟାରେ ୮,୧୨୬ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩,୯୫,୨୩୨ହୋଇଛି । ଉତରାଖଣ୍ଡରେ କରୋନାର ୪,୩୬୮ ନୂଆ ମାମଲା ଦେହରାଦୂନ, ଉତରାଖଣ୍ଡରେ କରୋନାର ୪,୩୬୮ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୩୫,୮୬୪ ହୋଇଛି । ବର୍ତମାନ ସୁଦ୍ଧା ୨,୧୬୪ ଜଣଙ୍କର ମୃତ୍ୟୁ ଘଟିଛି । Tags: Telengana/Uttarakhand Continue Reading Previous: ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୬୬,୧୯୧ କରୋନାର ନୂଆ ମାମଲା Next: ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୧୬,୫୮,୭୦୦ନମୂନାର ପରୀକ୍ଷଣ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ନିୟନ୍ତ୍ରଣ ରେଖାରେ ସୀମା ସେପଟୁ ପାକିସ୍ତାନର ଗୁଳିକାଣ୍ଡ ରାଷ୍ଟ୍ରୀୟ ନିୟନ୍ତ୍ରଣ ରେଖାରେ ସୀମା ସେପଟୁ ପାକିସ୍ତାନର ଗୁଳିକାଣ୍ଡ May 8, 2025 ରାମବନରେ ଭୂସ୍ଖଳନ, ଜମ୍ମୁ କଶ୍ମୀର ଜାତୀୟ ରାଜପଥ ବନ୍ଦ ରାଷ୍ଟ୍ରୀୟ ରାମବନରେ ଭୂସ୍ଖଳନ, ଜମ୍ମୁ କଶ୍ମୀର ଜାତୀୟ ରାଜପଥ ବନ୍ଦ May 8, 2025 ଏୟାରଷ୍ଟ୍ରାଇକ ପରେ ରାଜସ୍ଥାନର ସୀମାବର୍ତ୍ତୀ ଜିଲ୍ଲାରେ ସ୍କୁଲ -କଲେଜ ବନ୍ଦ,ସେନା ସତର୍କ 1 min read ରାଷ୍ଟ୍ରୀୟ ଏୟାରଷ୍ଟ୍ରାଇକ ପରେ ରାଜସ୍ଥାନର ସୀମାବର୍ତ୍ତୀ ଜିଲ୍ଲାରେ ସ୍କୁଲ -କଲେଜ ବନ୍ଦ,ସେନା ସତର୍କ May 8, 2025