ନୂଆଦିଲ୍ଲୀ, କୋଭିଡ-୧୯ ମୁକାବିଲାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି । ମୋଟ ଟିକାକରଣ ୪ କୋଟିକୁ ଅତିକ୍ରମ କରିଯାଇଛି ।ଆଜି ସକାଳ ୭ଟା ସୁଦ୍ଧା ମୋଟ ୬,୮୬,୪୬୯ ସେସନରେ ୪,୨୦,୬୩,୩୯୨ ଜଣଙ୍କ ଟିକାକରଣ ହୋଇଛି ।ଏହା ମଧ୍ୟରେ ଅଛି, ୭୭,୦୬,୮୩୯ ଏଚସିଡବ୍ଲୁ (ପ୍ରଥମ ଡୋଜ୍),୪୮,୦୪,୨୮୫ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍), ୭୯,୫୭,୬୦୬ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍), ୨୪,୧୭,୦୭୭ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍), ୪୫ ବର୍ଷରୁ ଅଧିକ ବୟସର ଦୁରାରୋଗ୍ୟରେ ଆକ୍ରାନ୍ତ ୩୨,୨୩,୬୧୨ ଜଣ ହିତାଧିକାରୀ ଏବଂ ୬୦ ବର୍ଷରୁ ଅଧିକ ବୟସର ୧,୫୯,୫୩,୯୭୩ ଜଣ ହିତାଧିକାରୀଙ୍କ ଟିକାକରଣ ।
Month: March 2021
ନୂଆଦିଲ୍ଲୀ, ଭାରତ ଗସ୍ତରେ ଥିବା ଆମେରିକାର ପ୍ରତିରକ୍ଷା ସଚିବ ଲୟେଡ ଜେମ୍ସ ଅଷ୍ଟିନ ତୃତୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।ସଚିବ ଅଷ୍ଟିନ ରାଷ୍ଟ୍ରପତି ବାଇଡେନଙ୍କ ଶୁଭେଚ୍ଛା...
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ବିଗତ ମାର୍ଚ୍ଚ ୮ ତାରିଖରେ ଶ୍ରୀକ୍ଷେତ୍ରସ୍ଥ ପ୍ରସିଦ୍ଧ ବଡମଠ ନାମରେ ଖ୍ୟାତ ଦକ୍ଷିଣ ପାର୍ଶ୍ଵ ମଠର ଏଚ. ଟି...
ଏବଂ ପ୍ରସାର କାର୍ଯ୍ୟକ୍ରମ ବସନ୍ତ ଉତ୍ସବ- ୨୦୨୧ ଅନୁଷ୍ଠିତ କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ଓଡିଶା ସରକାରଙ୍କ ଓଡ଼ିଆ...
ଅଖିଳ ଭାରତୀୟ ମାରୱାଡ଼ି ଯୁବା ମଂଚର ତ୍ରୟୋଦଶ ରାଷ୍ଟ୍ରୀୟ ଅଧିବେଶନର ଦ୍ୱିତୀୟ ଦିନ ସଂପୁର୍ଣ୍ଣ ସମାଜ ସେବା, ସାମ୍ବାଦିକତା ଓ ଶିକ୍ଷା କ୍ଷେତ୍ରରେ...
ରିପୋର୍ଟ -ଚିତ୍ତରଞ୍ଜନ ଗନ୍ତାୟତ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଗୋଚ୍ଛାବାଡ଼ି ଛକ ଠାରେ ରେ ଟ୍ରକ ସହ ବାଇକ ର ମୁହାଁମୁହିଁ...
ଭୁବନେଶ୍ୱର, ଆଜି ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଶନିବାର ସଂଧ୍ୟା ୬ଟାରେ ବିଜୁ ପଟ୍ଟନାୟକ...
ଭୁବନେଶ୍ୱର, ମାହାଙ୍ଗା ଡବଲ ମର୍ଡର ଘଟଣାରେ ଅପରାଧୀଙ୍କୁ ଗିରଫ ଏବଂ କେନ୍ଦ୍ରୀୟ ଯୋଜନାର ସଠିକ୍ କ୍ରିୟାନ୍ୱୟନ କରିବା ଦାବିରେ ଆସନ୍ତାକାଲି (ଶନିବାର) ବିଜେପି...
ଗଞ୍ଜାମ,ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରାକୁ ପ୍ରଶାସନ ପକ୍ଷରୁ ଶେଷ ପର୍ଯ୍ୟାୟରେ ନିଷ୍ପତି କ୍ରମେ ସ୍ଥଗିତ କରାଯାଇଛି । ବ୍ୟାପକ...
କୋରାପୁଟ, କୋରାପୁଟର ଦାମନଯୋଡ଼ି ଠାରେ ଆଜି ପରସ୍ପର ମୁହାଁମୁହିଁ ପୋଲିସ ଓ ବିସ୍ଥାପିତ । ବିସ୍ଥାପିତଙ୍କ ଢ଼େଲା ମାଡ଼ରେ ପୋଲିସ ଗାଡ଼ି ଭାଙ୍ଗି...