ଭୁବନେଶ୍ୱର – ବିନା ହେଲମେଟ୍ ରେ ବାଇକ୍ ର୍ୟାଲି କରିଥିବା ଆନେ୍ଦାଳନକାରୀ ମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବ । ବୁଧବାର ଦିନ ଭାରତ ବନ୍ଦ ବେଳେ କିଛି ଯୁବକ ରାଜଧାନୀରେ ବିନା ହେଲମେଟ୍ ରେ ବାଇକ୍ ର୍ୟାଲି କରି ଯାଉଥିବାର ଦେଖାଯାଇଥିଲା । ସିସିଟିଭି ଫୁଟେଜ ଆଧାରରେ ସେମାନଙ୍କୁ ଚିହ୍ନ କରାଯାଇ ଚାଲାଣ ପଠାଯିବ ବୋଲି ଟ୍ରାଫିକ୍ ଡିସିପି ସାଗରିକା ନାଥ କହିଛନ୍ତି ।
ପୂର୍ବରୁ ବିଜେଡି ପ୍ରତିÂା ଦିବସରେ ହୋଇଥିବା ବାଇକ୍ ର୍ୟାଲିରେ ବିମାନ ହେଲମେଟଧାରୀ ବାଇକ୍ ଚାଳକଙ୍କୁ ଜୋରିମାନା କରାଯାଇଥିଲା ।