ନୂଆଦିଲ୍ଲୀ, 2019, 2020, 2021 ବର୍ଷ ପାଇଁ ଉସ୍ତାଦ ବିସ୍ମିଲ୍ଲା ଖାନ ଯୁବ ପୁରସ୍କାର ଆଜି ନୂଆଦିଲ୍ଲୀର ମେଘଦୂତ ଥିଏଟର କଂପ୍ଲେକ୍ସ ସ୍ଥିତ ରବୀନ୍ଦ୍ର ଅଡିଟରିୟମରେ ପ୍ରଦାନ କରାଯିବ । କେନ୍ଦ୍ରୀୟ ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀ ଏହି ପୁରସ୍କାର ପ୍ରଦାନ କରିବେ ।