ହିମାଚଳ ପ୍ରଦେଶରେ 5ରୁ 7 ଜୁଲାଇ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ପୁର୍ବାନୁମାନ,ମଣ୍ଡିରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜାରି

ହିମାଚଳ ପ୍ରଦେଶରେ 5ରୁ 7 ଜୁଲାଇ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ପୁର୍ବାନୁମାନ,ମଣ୍ଡିରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜାରି
ଶିମଳା -ହିମାଚଳପ୍ରଦେଶରେ ମୌସୁମୀ ବର୍ଷା ପ୍ରବଳ କ୍ଷତି ଘଟାଉଛି ଏବଂ ଆଗାମୀ ଦିନରେ ପରିସ୍ଥିତି ଆହୁରି ଖରାପ ହୋଇପାରେ।ପାଣିପାଗ ବିଜ୍ଞାନ କେନ୍ଦ୍ର ରାଜ୍ୟରେ...