ମେ ପହିଲାରୁ ଚଳାଚଳ କରୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ ଜରିଆରେ ଗୃହରାଜ୍ୟକୁ ଫେରିଲେ ୫୭ ଲକ୍ଷ ଯାତ୍ରୀ; କେବଳ ମେ ମାସରେ ୫୦ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ପରିବହନ ଶ୍ରମିକ ସ୍ପେଶାଲ ଟ୍ରେନ ବ୍ୟତୀତ ମେ ୧୨ରୁ ୧୫ ଯୋଡ଼ା ସ୍ୱତନ୍ତ୍ର ରାଜଧାନୀ ଟ୍ରେନ ଏବଂ ଜୁନ ପହିଲା, ୨୦୨୦ରୁ ୧୦୦ ଯୋଡ଼ା ସ୍ପେଶାଲ ମେଲ/ଏକ୍ସପ୍ରେସ ଟ୍ରେନ ଚଳାଚଳ କରୁଛି ରେଳବାଇ ରାଷ୍ଟ୍ରୀୟ ମେ ପହିଲାରୁ ଚଳାଚଳ କରୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ ଜରିଆରେ ଗୃହରାଜ୍ୟକୁ ଫେରିଲେ ୫୭ ଲକ୍ଷ ଯାତ୍ରୀ; କେବଳ ମେ ମାସରେ ୫୦ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ପରିବହନ ଶ୍ରମିକ ସ୍ପେଶାଲ ଟ୍ରେନ ବ୍ୟତୀତ ମେ ୧୨ରୁ ୧୫ ଯୋଡ଼ା ସ୍ୱତନ୍ତ୍ର ରାଜଧାନୀ ଟ୍ରେନ ଏବଂ ଜୁନ ପହିଲା, ୨୦୨୦ରୁ ୧୦୦ ଯୋଡ଼ା ସ୍ପେଶାଲ ମେଲ/ଏକ୍ସପ୍ରେସ ଟ୍ରେନ ଚଳାଚଳ କରୁଛି ରେଳବାଇ desk June 3, 2020 ନୂଆଦିଲ୍ଲୀ– ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଏବଂ ଅନ୍ୟସ୍ଥାନରେ ଅଟକି ରହିଥିବା ଲୋକମାନଙ୍କ ଯାତାୟାତ ନିମନ୍ତେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଅନୁଯାୟୀ...Read More