ଆରଏସପିରେ ଗ୍ୟାସ୍ ଲିକ୍ ୪ ମୃତ ଘଟଣା : ଦୁଇ ଡିଜିଏମଙ୍କ ପରେ ସେଫ୍ଟି ବିଭାଗର ଆସିଷ୍ଟାଂଟ ମ୍ୟାନେଜରଙ୍କୁ ନିଲମ୍ବନ : ତଦନ୍ତ ନିମନ୍ତେ ଆଉ ଏକ କମିଟି ଗଠନ : ପ୍ରାଥମିକ ତଦନ୍ତରୁ ପରିଚାଳନା କର୍ତୃପକ୍ଷଙ୍କ ଅବହେଳା ସାମ୍ନାକୁ ଆସିଲା : କାରଖାନାର ଇଡି ୱାର୍କ୍ସଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜ୍ଜୁ କରାଯିବ- ଡେପୁଟି ଚିଫ୍ ବିଭୁ ପ୍ରସାଦ ଓଡିଶା ଆରଏସପିରେ ଗ୍ୟାସ୍ ଲିକ୍ ୪ ମୃତ ଘଟଣା : ଦୁଇ ଡିଜିଏମଙ୍କ ପରେ ସେଫ୍ଟି ବିଭାଗର ଆସିଷ୍ଟାଂଟ ମ୍ୟାନେଜରଙ୍କୁ ନିଲମ୍ବନ : ତଦନ୍ତ ନିମନ୍ତେ ଆଉ ଏକ କମିଟି ଗଠନ : ପ୍ରାଥମିକ ତଦନ୍ତରୁ ପରିଚାଳନା କର୍ତୃପକ୍ଷଙ୍କ ଅବହେଳା ସାମ୍ନାକୁ ଆସିଲା : କାରଖାନାର ଇଡି ୱାର୍କ୍ସଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜ୍ଜୁ କରାଯିବ- ଡେପୁଟି ଚିଫ୍ ବିଭୁ ପ୍ରସାଦ desk January 7, 2021 ରାଉରକେଲା– ରାଉରକେଲା ଇସ୍ପାତ କାରଖାନା (ଆରଏସପି)ରେ ଗ୍ୟାସ୍ ଲିକ୍ ଓ ୪ ଜଣଙ୍କ ମୃତ୍ୟୁ ଘଟଣାରେ କର୍ତବ୍ୟରେ ଅବହେଳା ଦର୍ଶାଇ ଗତକାଲି ଆରଏସପିର...Read More