ପଶ୍ଚିମବଙ୍ଗରେ ସାମୁଦ୍ରିକ ଝଡ଼ ବୁଲବୁଲ୍ ର ତାଣ୍ଡବ : ନିୟନ୍ତ୍ରଣ କକ୍ଷରେ ପହଂଚି ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ : ଡ୍ରୋନ୍ ମାଧ୍ୟମରେ କ୍ଷୟକ୍ଷତିର ଆକଳନ କରାଯିବ : ବୁଲବୁଲ୍ ଏବେ ବାଲାଂଦେଶ ମୁହାଁ 1 min read ଓଡିଶା ପଶ୍ଚିମବଙ୍ଗରେ ସାମୁଦ୍ରିକ ଝଡ଼ ବୁଲବୁଲ୍ ର ତାଣ୍ଡବ : ନିୟନ୍ତ୍ରଣ କକ୍ଷରେ ପହଂଚି ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ : ଡ୍ରୋନ୍ ମାଧ୍ୟମରେ କ୍ଷୟକ୍ଷତିର ଆକଳନ କରାଯିବ : ବୁଲବୁଲ୍ ଏବେ ବାଲାଂଦେଶ ମୁହାଁ desk November 10, 2019 କୋଲକାତା – ସାମୁଦ୍ରିକ ଝଡ଼ ‘ବୁଲବୁଲ୍’ ପଶ୍ଚିମବଙ୍ଗ-ବାଲାଂଦେଶ ମଝିରେ ସାଗରଦ୍ୱୀପ -ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ପରେ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଛି ।...Read More