April 29, 2025

Delhi Violence Shahanwaj arrested

ନୂଆଦିଲ୍ଲୀ– ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଗୋକୁଲପୁରୀ ହତ୍ୟା ଓ ଦଙ୍ଗା ମାମଲାରେ ଅଭିଯୁକ୍ତ ଶାହନାୱାଜଙ୍କୁ ଶନିବାର ଦିନ ଗିରଫ କରିଛି। ଶାହନାୱାଜ ଦିଲବର ନେଗିଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଦଙ୍ଗା ସମୟରେ ପଞ୍ଜୀକୃତ ହୋଇଥିବା ବିଭିନ୍ନ  ମାମଲାର ତଦନ୍ତ କରୁଥିବା କ୍ରାଇମ ବ୍ରାଞ୍ଚ ନେଗିଙ୍କୁ ହତ୍ୟା ମାମଲାରେ  ଶାହନୱାଜକୁ ଗିରଫ କରିଛି । କ୍ରାଇମ ବ୍ରାଂଚ ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି। ଫେବୃଆରୀ 26 ରେ ବ୍ରହ୍ମପୁରୀରୁ ଉତ୍ତରପ୍ରଦେଶର ଦିଲବର ସିଂ ନେଗିଙ୍କ ମୃତଦେହକୁ ପୋଲିସ ଜବତ କରିଥିଲା .
error

Enjoy this blog? Please spread the word :)

Follow by Email
Instagram
Telegram