ରାଜ୍ୟରେ ସ୍ତନ କର୍କଟ କାୟା ବିସ୍ତାର କରିଚାଲିଛି ପ୍ରାଥମିକ ଅବସ୍ଥାରେ ନିଦାନ ଦ୍ୱାରା ଆରୋଗ୍ୟ ସମ୍ଭବ ଜନସଚେତନତା ସୃଷ୍ଟି ଦ୍ୱାରା ଏହାକୁ ରୋକାଯାଇ ପାରିବ- ମନ୍ତ୍ରୀ ଶ୍ରୀ ଦାସ ଓଡିଶା ରାଜ୍ୟରେ ସ୍ତନ କର୍କଟ କାୟା ବିସ୍ତାର କରିଚାଲିଛି ପ୍ରାଥମିକ ଅବସ୍ଥାରେ ନିଦାନ ଦ୍ୱାରା ଆରୋଗ୍ୟ ସମ୍ଭବ ଜନସଚେତନତା ସୃଷ୍ଟି ଦ୍ୱାରା ଏହାକୁ ରୋକାଯାଇ ପାରିବ- ମନ୍ତ୍ରୀ ଶ୍ରୀ ଦାସ desk October 31, 2019 ଭୁବନେଶ୍ୱର – ସ୍ତନକର୍କଟ ଭଳି ଦୂରାରୋଗ୍ୟ ବ୍ୟାଧିଗ୍ରସ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଏହାର ଭୟାବହତା ସମ୍ପର୍କରେ ଆମେ ସମସ୍ତେ ଅବଗତ ।...Read More