ବ୍ୟକ୍ତିଗତ ଆକାଉଂଟକୁ ସରକାରୀ ଟଙ୍କା, ବିଡ଼ିଓଙ୍କ ପକ୍ଷରୁ ଥାନାରେ ଏତଲା : ଦୁଇ ଅଧିକାରୀଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

ବ୍ୟକ୍ତିଗତ ଆକାଉଂଟକୁ ସରକାରୀ ଟଙ୍କା, ବିଡ଼ିଓଙ୍କ ପକ୍ଷରୁ ଥାନାରେ ଏତଲା : ଦୁଇ ଅଧିକାରୀଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ
ବାରିପଦା– ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବିଡ଼ିଓଙ୍କ ବ୍ଲକ୍ ଆକାଉଂଟରୁ ସେହି ବ୍ଲକ୍ ଅନ୍ତର୍ଗତ ବଡ଼ପୋଷି ଗ୍ରାମର ବେଣୁଧର ମହାନ୍ତ ନାମକ ଜଣେ ବ୍ୟକ୍ତିଙ୍କ...