ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ବୌଦ୍ଧରେ ୩୩.୫ ଡ଼ିଗ୍ରୀ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ବାଲେଶ୍ଵରରେ...
#bbsr #odisha
ଭୁବନେଶ୍ଵର, ଆଜି ସକାଳେ ରାଜ୍ୟର କେତେକ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ନୟାଗଡ଼, କଟକ, ଅନୁଗୁଳ, ଫୁଲବାଣୀ ଏବଂ ବଲାଙ୍ଗିରରେ ଘନ...
ଭୁବନେଶ୍ୱର, ପତ୍ନୀଙ୍କ ଦ୍ୱାରା ତାଙ୍କ ବିରୋଧରେ ପାରିବାରିକ ହିଂସା ଓ ନିର୍ଯାତନା ଅଭିଯୋଗ ପରେଗାୟକ ହ୍ୟୁମାନ୍ ସାଗର ପୋଲିସ୍ ସମନ ପାଇ ଆଜି...
କଟକରେ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ ଭୁବନେଶ୍ବର,ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମବାର୍ଷିକୀ ଉପଲକ୍ଷେ କେନ୍ଦ୍ର...
ଯୋଜନାରେ ହିତାଧିକାରୀ ଚୟନକୁ ନେଇ ସ୍ୱଚ୍ଛତା ଅବଲମ୍ବନ କରୁଛନ୍ତି ରାଜ୍ୟ ସରକାର – ପ୍ରଦୀପ ଅମାତ ଭୁବନେଶ୍ୱର, ବିରୋଧୀ ମାନଙ୍କ ଦ୍ୱାରା ଆବାସ...
ଭୁବନେଶ୍ୱର,ଓଡ଼ିଶାରେ ଓବିସି ଓ ଏସିବିସି ବର୍ଗର ସାମାଜିକ, ଆର୍ôଥକ, ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ଉତ୍ଥାନ ଚାହାନ୍ତି ନାହିଁ ନବୀନ ବାବୁ ।...
ଭୁବନେଶ୍ୱର, ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର (ଓରସାକ) ଚଳିତ ବର୍ଷ ପାଇଁ ସମ୍ମାନଜନକ ଗୋଲଡ ସ୍କଚ ଆୱାର୍ଡ ପାଇବାକୁ ମନୋନୀତ ହୋଇଛି ।...
ଭୁବନେଶ୍ୱର,ଆସନ୍ତାକାଲି (ଶୁକ୍ରବାର) ଓଡ଼ିଶାରେ ଚଳିତ ବର୍ଷର ପ୍ରଥମ ରୋଜଗାର ମେଳା ଅନୁଷ୍ଠିତ ହେବ । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା...
ନିଯୁକ୍ତି ଏବଂ ପୁଞ୍ଜି ନିବେଶ ତଥ୍ୟ ୨୦୧୬ ଓ ୨୦୧୮ ମେକ୍ ଇନ୍ ଓଡିଶା କନକ୍ଲେଭର ଦୁଇଟି ସଂସ୍କରଣରେ ଓଡିଶାକୁ ୬ଲକ୍ଷ ୨୬...
କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିରୋଧରେ ତାଙ୍କ ପତ୍ନୀ ଶ୍ରେୟା ମିଶ୍ର ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି । ସେ...