ନୂଆଦିଲ୍ଲୀ,ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଛି । ମୋଟ କରୋନା ସକ୍ର୍ରିୟ ମାମଲା 2 ଲକ୍ଷ ତଳକୁ ଅର୍ଥାତ 1,97,201କୁ ଖସି ଆସିଛି । ଏହା ମୋଟ...
ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସୌରଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ଉଜ୍ବେକିସ୍ତାନ ମଧ୍ୟରେ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର ହେବାର ସୂଚନା ଦିଆଯାଇଛି । କାର୍ଯ୍ୟର ମୁଖ୍ୟ କ୍ଷେତ୍ର ହେଉଛି ଜାତୀୟ ସୌର ଶକ୍ତି ପ୍ରତିଷ୍ଠାନ (ଏନ୍ଆଇଏସ୍ଇ), ଭାରତର ନୂତନ ଏବଂ ଅଣପାରମ୍ପରିକ ଶକ୍ତି ମନ୍ତ୍ରାଳୟ ଏବଂ ଉଜବେକିସ୍ତାନର ଆର୍ନ୍ତଜାତିକ ସୌର ଶକ୍ତି ପ୍ରତିଷ୍ଠାନ ମଧ୍ୟରେ ଗବେଷଣା / ପ୍ରଦର୍ଶନ/ ପାଇଲଟ ପ୍ରକଳ୍ପ ଗୁଡିକର ଚିହ୍ନଟ କରିବା । i. ସୋଲାର ଫଟୋଭୋଲ୍ଟିକ୍ ii. ମହଜୁଦ ଜ୍ଞାନକୌଶଳ iii. ଜ୍ଞାକୌଶଳର ଆଦାନପ୍ରଦାନ ପାରସ୍ପରିକ ଚୁକ୍ତି ଆଧାରରେ, ଉଭୟ ପକ୍ଷ ଆର୍ନ୍ତଜାତୀୟ ସୌର ମେଣ୍ଟ (ଆଇଏସ୍ଏ) ସଦସ୍ୟ ଦେଶଗୁଡିକରେ ପାଇଲଟ ପ୍ରକଳ୍ପର କାର୍ଯ୍ୟକାରିତା ଓ ନିୟୋଜନ ପାଇଁ କାର୍ଯ୍ୟ କରିବେ ।
କୌଣସି ରାଜ୍ୟରେ ଏଇଏଫଆଇର ମାତ୍ରାଧିକ /ଗୁରୁତର ଘଟଣାର ଖବର ନାହିଁଦେ ନୂଆଦିଲ୍ଲୀ, ଶବ୍ୟାପୀ ଚାଲିଥିବା କୋଭିଡ଼- 19 ଟିକାକରଣ କାର୍ଯ୍ୟକ୍ରମ ଆଜି କ୍ରମାଗତ ଭାବେ ଚତୁର୍ଥ...
ନୂଆଦିଲ୍ଲୀ, ଭାରତରେ ଉତ୍ପାଦିତ ହୋଇଥିବା କୋଭିଡ-୧୯ଟିକାକୁ ଗ୍ରହଣ କରିବା ପରେ ଭୁଟାନ ନିଜର ପ୍ରତିକ୍ରିୟାରେ ଭୂଟାନ କହିଛି, ବିଶ୍ୱସ୍ତ ବନ୍ଧୁ ରାଷ୍ଟ୍ରରୁ ଉପହାର ସ୍ୱରୂପ...
ତିରୁବନନ୍ତପୁରମ , କେରଳରେ ଗତ ୨୪ ଘଂଟାରେ ୬,୮୧୫ ନୂଆ କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ...
ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୩୮୬୬ ଭୁବନେଶ୍ୱର– ରାଜ୍ୟରେ ଗୋଟିଏ ଦିନରେ ୧୪୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ...
ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ ଭୁବନେଶ୍ବର , ଆଜି ଠାରୁ ଭକ୍ତ ବିନା କୋଭିଡ଼୍ ରିପୋର୍ଟରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିପାରିପାରିବେ...
ସାମିଲ ହେବେ ୪୦ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଭୁବନେଶ୍ୱର– ରାଜ୍ୟ ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୁଦ୍ଧରେ ଗୁରୁବାର ସମ୍ବଲପୁର ଆରଡିସି ଅଫିସ...
ନୂଆଦିଲ୍ଲୀ – ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୭,୮୦୭୩୫ ନମୂନାର ପରୀକ୍ଷଣ କରା ଯାଇଛି । ଏହା ସହିତ ଦେଶରେ...
ମାଲକାନଗିରି-ପେନସିଲ୍ ମୁନରେ ନେତାଠୁ ଆରମ୍ଭ କରି ଅଭିନେତାଙ୍କ ଅବିକଳ ଚିତ୍ର, ବିଷ୍ଣୁଙ୍କ ଫ୍ରେମରେ କଥା କହୁଛି ଏହି ଜୀବନ୍ତ କଳା ପେନସିଲ ମୁନରେ...
