July 8, 2025
ଭୁବନେଶ୍ୱର,  ବାତ୍ୟା ପାଇଁ ୬ଟି ଜିଲ୍ଲାରେ କୋଭିଡ୍ ଟେଷ୍ଟିଂ, ଟୀକାକରଣ ଓ ଡୋର ଟୁ ଡୋର ସର୍ଭେକୁ ସ୍ଥଗିତ ରଖାଯାଇଛି । ବାତ୍ୟା...
ବ୍ରହ୍ମପୁର, ଗତ ୨୪ଘଂଟା ମଧ୍ୟରେ ବ୍ରହ୍ମପୁର ପୋଲିସ୍ ବିଭିନ୍ନ ଯାନବାହନ ଚାଳକଙ୍କ ଠାରୁ ୧ଲକ୍ଷ ୨୯ ହଜାର ଟଙ୍କା ଚାଲାଣ ଆଦାୟ କରିଛି...
କଟକ, କଟକରେ ଗତ ୨୪ ଘଂଟା ମଧ୍ୟରେ କୋଭିଡ୍-୧୯ ଗାଇଡ୍ଲାଇନ୍ ଉଲ୍ଲଂଘନ ଅନୁଯାୟୀ ୧୫୮ ଜଣଙ୍କ ଠାରୁ ମାସ୍କ ନପିନ୍ଧିବା ପାଇଁ ଜୋରିମାନା...
ଭୁବନେଶ୍ୱର, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ‘ୟାସ’ ବାତ୍ୟା ସମୟରେ ଏବଂ ତାର ପରବର୍ତି ସମୟରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ,...
ମାଲକାନଗିରି,ମାଲକାନଗିରି ଜିଲ୍ଲା ପଡିଆ ବ୍ଲକରେ ରବିବାର ଦିନ ଅପରାହ୍ନ ରେ ହୋଇ ଥିବା କାଳବୈଶାଖୀ ରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ତେବେ...
ଝାରସୁଗୁଡା:ଆସାମ  ସ୍ଥିତ ଷ୍ଟାର ସିମେଣ୍ଟ ଲିମିଟେଡକୁ ଫ୍ଲାଏ ପାଉଁଶ ଯୋଗାଣରେ ସଫଳତା ପାଇବା ପରେ  ଓପିଜିସି ଆଜି ପଶ୍ଚିମ ସିଂହଭୂମ ସ୍ଥିତ ଏସିସି ଲିମିଟେଡ଼ର ସିମେଣ୍ଟ କାରଖାନାକୁ ୩୭୫୦ ଏମଟି ଫ୍ଲାଏ ଆଶ ପଠାଇ ଏହି ଦିଗରେ ଏକ ବଡ଼ ପଦକ୍ଷପ ନେଇଛିଓପିଜିସି ର ଇବ ଥର୍ମାଲ ପାୱାର ଷ୍ଟେସନ ଠାରେ ୨୩୦୦ଏମଟି କ୍ଷମତା ବିଶିଷ୍ଟ ତିନୋଟି ଅତ୍ୟାଧୁନିକ ଶୁଖିଲା ଫ୍ଲାଏ ପାଉଁଶ ସାଇଲୋ  ରହିଛି ଯେଉଁଥିରୁ ସିଧାସଳଖ ରେଳ ୱାଗନ ରେ ଫ୍ଲାଏ ଆଶ ଲୋଡ଼ କରାଯାଇ ଏସିସି  ସିମେଣ୍ଟ କାରଖାନାକୁ  ଆଜି  ଫ୍ଲାଏ  ଆଶ  ପଠାଯାଇଛି   |ଓପିଜିସି ର ଇବ ଥର୍ମାଲ୍ ପାୱାର ଷ୍ଟେସନରୁ ଉତ୍ପାଦିତ ଫ୍ଲାଏ ଆଶ ଇଟା / ବ୍ଲକ୍ / ଟାଇଲ୍, ସିମେଣ୍ଟ, କଂକ୍ରିଟ୍, କଂକ୍ରିଟ୍ ଉତ୍ପାଦ ଇତ୍ୟାଦି ଉତ୍ପାଦନରେ ବ୍ୟବହାର ପାଇଁ ପ୍ରକୃଷ୍ଟ | ଫ୍ଲାଏ ଆଶ ର  ଉପଯୁକ୍ତ ବ୍ୟବହାର ହେଉଛି ଓପିଜିସିର ଏକ ପ୍ରମୁଖ ଲକ୍ଷ  | ଓପିଜିସିର ଆଜିର ଏହି  ପ୍ରୟାସ ପ୍ରତିପାଦିତ କରୁଅଛି ଯେ କମ୍ପାନୀ ଏକ ଦାୟିତ୍ୱବାନ କର୍ପୋରେଟ୍ ନାଗରିକ ଭାବରେ ଏହାର ବିଦ୍ୟୁତ୍ କେନ୍ଦ୍ରରୁ ନିର୍ଗତ ପାଉଁଶକୁ ସର୍ବାଧିକ ସଦୁପଯୋଗ କରିବାକୁ ସତତ ଚେଷ୍ଟିତ। ଆଜିର ଦିନରେ ଫ୍ଲାଏ ଆଶକୁ  କେବଳ ବର୍ଜ୍ୟ ନୁହେଁ, ବରଂ ଏକ ଲାଭଜନକ ଦ୍ରବ୍ୟ  ଭାବରେ ବିବେଚନା କରାଯାଉଛି ଯାହା ଓପିଜିସି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ଶିଳ୍ପ ପାଇଁ  ଉପାର୍ଜନ ସୃଷ୍ଟି କରିବାର ମାଧ୍ୟମ ହୋଇପାରେ | ଓପିଜିସିର  ପାଉଁଶ ପରିଚାଳନା ବିଭାଗ ସକ୍ରିୟ ଭାବରେ ପାଉଁଶ ବ୍ୟବହାର ପାଇଁ ନୀତି, ଯୋଜନା ଏବଂ କାର୍ଯ୍ୟକ୍ରମ ପ୍ରସ୍ତୁତ କରେ ଏବଂ ଫ୍ଲାଏ ଆଶ କୁ ଉପଯୋଗ  କରିବାର ବିଭିନ୍ନ ନୂତନ ପଦ୍ଧତିର ସନ୍ଧାନ ଦିଗରେ ମଧ୍ୟ ସର୍ବଦା  ଚେଷ୍ଟିତ ରହିଥାଏ  |
ପାରାଦ୍ୱୀପ, ପାରାଦ୍ୱୀପ ରେ ସଂଗଠିତ ହେବାକୁ ଥିବା ବାତ୍ୟା ୟସ ର ପ୍ରଭାବ ରେ ସମୁଦ୍ର ରେ ଉଚ ଜୁଆର ଆସିବା ସହିତ...
ବ୍ରହ୍ମପୁର :  ଗତ ୨୦୨୦ ମସିହା ମାର୍ଚ୍ଚ ମାସ ୨୨ ତାରିଖ ଦିନ ସୁଦୂର ଚାଇନା ର ଊହାନ ଠାରେ ଭୂମିଷ୍ଠ ହୋଇଥିଲା...
ନୂଆଦିଲ୍ଲୀ – ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଅନ୍ତର୍ଗତ ଏକ ମହାରତ୍ନ କମ୍ପାନୀ ପାୱାର ଗ୍ରିଡ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ (ପାୱାରଗ୍ରିଡ)ପକ୍ଷରୁ...
error

Enjoy this blog? Please spread the word :)

Follow by Email
Instagram
Telegram