November 11, 2025
ନୂଆଦିଲ୍ଲୀ / ଭୁବନେଶ୍ୱର,୦୫ ଅଗଷ୍ଟ:ଝାରସୁଗୁଡାର ୧୨୬ ବର୍ଷ ପୁରୁଣାପୋଷ୍ଟ ଅଫିସ୍କୁ ‘ଐତିହ୍ୟପୋଷ୍ଟ ଅଫିସ୍ସୌଧ’ଭାବେଘୋଷଣାକରିବାସହଏହାରପୁନଃଉଦ୍ଧାର, ରକ୍ଷଣାବେକ୍ଷଣ ଓ ପୁନଃକାର୍ଯ୍ୟକ୍ଷମକରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କର...
ଗଞ୍ଜାମ,  ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଇନ୍ଦ୍ରାକ୍ଷୀ କିଆ ଜଙ୍ଗଲରେ ଗତକାଲି ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯିବା ସହ...
ଗଞ୍ଜାମ,  ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅବକାରୀ ବିଭାଗର ଏକ ଟିମ୍ ଆଜି ବିଭିନ୍ନ ସ୍ଥାନରେ ଚାଲିଥିବା ବେଆଇନ ମଦ ଭାଟିରେ ଚଢ଼ଉ କରିଛି...
ଭୁବନେଶ୍ୱର, ଅଲିମ୍ପିକ ପ୍ରତିଯୋଗୀତାରେ ଭାରତ ବ୍ରୋଂଜ ପଦକ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି...
୩ ପେଟି ମଦ ଜବତ ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ସୌନ୍ଦର୍ଯ୍ୟନଗର ସ୍ଥିତ ଏକ ଘରୁ ନକଲି ବିଦେଶୀ...
ଭୁବନେଶ୍ୱର,ରାଜ୍ୟରେ କରୋନାରେ ଆଉ ୬୬ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି...
ଧବଳେଶ୍ୱର ଘାଟରୁ ମିଳିଲା ବାଇକ୍, ମହାନଦୀରୁ ମୃତଦେହ ଉଦ୍ଧାର କଟକ,  କଟକ ଖ୍ରୀଷ୍ଟ କଲେଜର ଜଣେ ଯୁକ୍ତ ୨ ଛାତ୍ରଙ୍କୁ ଅପହରଣ କରାଯାଇଥିବା...
ନୂଆଦିଲ୍ଲୀ, ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୧୬,୬୪,୦୩୦ ନମୂନାର ପରୀକ୍ଷଣ କରା ଯାଇଛି । ଏହା ସହିତ ଦେଶରେ ବର୍ତମାନ...
ଭୁବନେଶ୍ୱର,  ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୧୧ ଜଣଙ୍କୁ ଗିରଫ ଜବତ କରା...
ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୮୩୫୨୩ ଭୁବନେଶ୍ୱର, ରାଜ୍ୟରେ ଗୋଟିଏ ଦିନରେ ୧୩୪୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ...
error

Enjoy this blog? Please spread the word :)

Follow by Email
Instagram
Telegram