ଭୁବନେଶ୍ୱର, ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ଗିରଫ ହୋଇଛନ୍ତି । ତାଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ ଘରୁ ଉଠାଇ ଖୋର୍ଦ୍ଧା ପୋଲିସ...
ଭୁବନେଶ୍ୱରନ, ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି...
ପେଣ୍ଠକଟାରୁ ୪ ଦୁର୍ବୃତ୍ତ ଗିରଫ କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ସମୁଦ୍ରକୂଳ ଥାନାର ଏଏସ୍ଆଇ ପ୍ରସନ୍ନ ପଟ୍ଟନାୟକଙ୍କ ଅଭିଯୋଗ କରିଥିଲେ ଯେ ସେ ପାଟ୍ରୋଲିଂ...
ଭୁବନେଶ୍ୱର, କୋଭିଡ୍ କଟକଣା ମଧ୍ୟରେ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ବିଧାନସଭାର ମୌସୁମୀ କାଳୀନ ଅଧିବେଶନ । ବିଧାନସଭା ପୂର୍ବରୁ...
ହାଇଦ୍ରାବାଦ , ଆନ୍ଧ୍ର ପ୍ରଦେଶରେ ଗତ ୨୪ ଘଂଟାରେ ୧,୧୧୫ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ...
ଭୁବନେଶ୍ୱର, ଆସନ୍ତାକାଲି (ବୁଧବାର)ଠାରୁ ସର୍ବସାଧାରଣଙ୍କ ପାଇଁ ଲିଙ୍ଗରାଜ ମନ୍ଦିର ଖୋଲିବ । ତେବେ ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)...
ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୮୪୬୯ ଭୁବନେଶ୍ୱର, ରାଜ୍ୟରେ ଗୋଟିଏ ଦିନରେ ୭୧୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ...
କନ୍ଧମାଳ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), କନ୍ଧମାଳ ତରଫରୁ ଫୁଲବାଣୀ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ୱୟଂଶାସିତ ମାନ୍ୟତା ଚାଲିଯାଇଥିବା ହେତୁ ଏକ...
ଭୁୁବନେଶ୍ୱର, ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଅସୁସ୍ଥତା ସତ୍ୱେ ଡାକ୍ତରଖାନାରୁ ଭର୍ଚୁଆଲି ବିଧାନସଭା ଅଧିବେଶନରେ େ ଯାଗ ଦେଇଛନ୍ତି । ସେ ଟ୍ୱିଟ...
ଭୁବନେଶ୍ୱର, ଓଡିଶା ବିଧାନସଭାର ଚଳିତ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁ ଆଜି ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇ ପାରି ନାହିଁ...
