January 13, 2025
ଭୁବନେଶ୍ୱର,ପୂର୍ବରୁ କରା ଯାଇଥିବା ଘୋଷଣା ଅନୁସାରେ ବୁଧବାର ଦିନ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଲାଗି ସହାୟକ ପୁସ୍ତିକା ‘ପରୀକ୍ଷା ଦର୍ପଣ’ ଉନ୍ମୋଚିତ ହୋଇଯାଇଛି ।...
କୃଷ୍ଣ କୁମାର ମହାନ୍ତି, ବାଲେଶ୍ଵର  ବାଲେଶ୍ବରୀ ଜଉକଣ୍ଢେଇ ଭାରତୀୟ ପାରମ୍ପରିକ କଣ୍ଢେଇରେ ସ୍ଥାନିତ ହେବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମ ନିର୍ଭରଶୀଳ...
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ଗୌତମି ଗ୍ରାମ ଖେଳପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି ଚମ୍ପିୟାନ କ୍ରିକେଟ ଟୁର୍ଣ୍ଣାମେଂଟର ଫାଇନେଲ ମୁକାବିଲା।...
ଦିଗପହଣ୍ଡି :ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଶ୍ରୀ ବାଙ୍କେଶ୍ଵରୀ ବିଦ୍ୟାପୀଠ ବଡଡୁମ୍ବୁଳା ସ୍ଥିତ ପୁରାତନ ଛାତ୍ର ସଂଗଠନ ତରଫରୁ 72 ତମ ଗଣତନ୍ତ୍ର...
ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ର ସମସ୍ତ କାର୍ଯ୍ୟାଳୟ, ଏବଂ ଶିକ୍ଷା ଅନୁଷ୍ଠାନ ସହ ଜଗନ୍ନାଥ ପ୍ରସାଦ ସାମ୍ବାଦିକ ସଂଘ ର ନୂତନ...
ଜଗନ୍ନାଥ ପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ରାଉତି ଗ୍ରାମରେ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ କେଶବ ଚନ୍ଦ୍ର...
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ ଜିଲ୍ଲାସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ତାଳବଣିଆସ୍ଥିତ ଇନଡୋର ଷ୍ଟାଡିୟମ ଖେଳପଡିଆଠାରେ ପାଳିତ ହୋଇଛି । ମାନ୍ୟବର...
ନୂଆଦିଲ୍ଲୀ, ଗଣତନ୍ତ୍ର ଦିବସ, 2021 ଅବସରରେ 946 ଜଣ ପୁଲିସଙ୍କୁ ପଦକ ପ୍ରଦାନ କରାଯାଇଛି ।2ଜଣଙ୍କୁ ମରୋଣତ୍ତର ଭାବେ ସାହସୀକତା ପାଇଁ ରାଷ୍ଟ୍ରପତି ପୁଲିସ୍‌ ପଦକ ପ୍ରଦାନ କରାଯାଇଥିବାବେଳେ 205ଜଣଙ୍କୁ ସାହସୀକତା ପାଇଁ ପୁଲିସ୍‌ ପଦକ ମିଳିଛି । ବିଶିଷ୍ଟ ସେବା ପାଇଁ 89ଜଣଙ୍କୁ ରାଷ୍ଟ୍ରପତି ପୁଲିସ୍‌ ପଦକ ପ୍ରଦାନ କରାଯାଇଥିବାବେଳେ 650ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ୍‌ ପଦକ ମିଳିଛି । ଓଡିଶାରୁ ଦୁଇଜଣ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ୍‌ ପଦକ ପାଇଥିବାବେଳେ 11ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ୍‌ ପଦକ ମିଳିଛି । ରାଷ୍ଟ୍ରପତି ପୁଲିସ୍‌ ପଦକ ପାଇବାକୁ ଥିବା ଦୁଇଜଣଙ୍କ ମଧ୍ୟରେ ଅଛନ୍ତି ଓଡିଶାର ଗୁଇନ୍ଦା ନିଦେ୍ର୍ଦଶକ ଶ୍ରୀ ରାଧା କିଷନ ଶର୍ମା ଓ ବିଜୁ ପଟ୍ଟନାୟକ ପୁଲିସ୍‌ ଏକାଡେମୀରେ ଡେପୁଟୀ ସୁବେଦାର ଥିବା ଶ୍ରୀ ବୁଦ୍ଧି ବାହାଦୂର ଥାପ୍ପା । ଉଲ୍ଲେଖନୀୟ ସେବା ପାଇଁ ଓଡିଶାରୁ 11ଜଣ ପୁଲିସ୍‌ ପଦକ ପାଇଥିବାବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ଆଇଜି ଶ୍ରୀ ପ୍ରବୀନ କୁମାର, ଏଏସ୍‌ପି ଶ୍ରୀ ରବୀନ୍ଦ୍ର କୁମାର ଦାସ, ଏଏସ୍‌ପି ଶ୍ରୀ ଭବାନୀ ଶଙ୍କର ମିଶ୍ର, ଡେପୁଟୀ କମାଣ୍ଡାଣ୍ଟ ଶ୍ରୀ ଅଶୋକ କୁମାର ଦେହୁରୀ, ଏସିପି ଶ୍ରୀ ପ୍ରକାଶ ଚନ୍ଦ୍ର ପାଲ୍‌, ଏଏସ୍‌ଆଇ ଶ୍ରୀ ମନୋରଞ୍ଜନ ଶତପଥୀ, ହାବିଲଦାର ଶ୍ରୀ ସରୋଜ କୁମାର ଭୋଇ, ହାବିଲଦାର ଶ୍ରୀ ଶେଖ ନାସିରୁଦ୍ଦିନ, କନେଷ୍ଟବଳ ଶ୍ରୀ ଗୌତମ ପାତ୍ର, ସୁବେଦାର ଶ୍ରୀ ହେମନ୍ତ ବାହାଦୂର କ୍ଷେତ୍ରୀ ଛେତ୍ରୀ ଓ ଡେପୁଟୀ କମାଣ୍ଡାଣ୍ଟ ଶ୍ରୀ ବୁଦ ତମାଙ୍ଗ । ସାହସୀକତା ପୁରସ୍କାର ମୋଟ୍‌ 207ଟି ସାହସୀକତା ପଦକ ମଧ୍ୟରୁ ଦୁଇଟି ରାଷ୍ଟ୍ରପତି ସାହସୀକତା ପୁଲିସ୍‌ ପଦକ ରହିଛି । ଏଥିରୁ ଗୋଟିଏ ରାଷ୍ଟ୍ରପତି ସାହସୀକାତା ପୁଲିସ୍‌ ପଦକ ଝାଡଖଣ୍ଡର ଜଣଙ୍କୁ ମରୋଣତ୍ତର ଭାବେ ପ୍ରଦାନ କରାଯାଇଥିବାବେଳେ ଆଉ ଗୋଟିଏ ରାଷ୍ଟ୍ରପତି ସାହସୀକତା ପୁଲିସ୍‌ ପଦକ ସିଆରପିଏଫ୍‌ର ଜଣଙ୍କୁ ମରୋଣତ୍ତର ଭାବେ ମିଳିଛି । 137ଜଣଙ୍କୁ ଜାମ୍ମୁ କାଶ୍ମୀରରେ ସାହସୀକାତା କାର୍ଯା୍ୟ ପାଇଁ ପୁରସ୍କୃତ କରାଯାଇଥିବାବେଳେ, ମାଓ ପ୍ରଭାବିତ ଅଞ୍ଚଳରେ ସାହସୀକତା କାର୍ଯ୍ୟ ଲାଗି 24ଜଣଙ୍କୁ ଓ ଉତ୍ତର–ପୂର୍ବାଞ୍ଚଳରେ ଜଣଙ୍କୁ ସାହସୀକତା ପୁରସ୍କାର ମିଳିଛି । ସାହସୀକତା ପୁରସ୍କାର ପାଇଥିବା ପୁଲିସ ଜବାନମାନଙ୍କ ମଧ୍ୟରୁ 68ଜଣ ସିଆରପିଏଫ୍‌ରୁ, 52ଜଣ ଜାମ୍ମୁ–କାଶ୍ମୀର ପୁଲିସ୍‌ରୁ, 20ଜଣ ବିଏସ୍‌ଏଫ୍‌ରୁ, 17ଜଣ ଦିଲ୍ଲୀ ପୁଲିସ୍‌ରୁ, ୧୩ଜଣ ମହାରାଷ୍ଟ୍ର ଏବଂ 8ଜଣ ଛତିଶଗହ, 8ଜଣ ଉତ୍ତରପ୍ରଦେଶର ହୋଇଥିବାବେଳେ ଅବଶିଷ୍ଟ ଅନ୍ୟ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ ସିଏପିଏଫ୍‌ର ଅଛନ୍ତି ।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇଥିବା ଶିଶୁମାନଙ୍କ ସହ ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଳାପ ଆଳୋଚନା କରିଛନ୍ତି...
ହାଇଦ୍ରାବାଦ ,ଆନ୍ଧ୍ର ପ୍ରଦେଶରେ  ଗତ ୨୪ ଘଂଟାରେ ୫୬  ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ  ସରକାରଙ୍କ ପକ୍ଷରୁ ଏହି...
error

Enjoy this blog? Please spread the word :)

Follow by Email
Instagram
Telegram