November 8, 2026
ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସକୁ ମିଳିଛି ପୁଣି ଏକ ସଫଳତା। ଘଞ୍ଚ ଜଙ୍ଗଲ ଭିତରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ କାଲିମେଳା...
ବଲାଙ୍ଗୀର, ଆଜି ବଡ଼ି ଭୋର ୩.୩୦ ବେଳେ ବଲାଙ୍ଗୀର ରେଞ୍ଜ କର୍ମଚାରୀ ମାନେ ଏ ସି ଏଫ୍ ବାବାଜି ରାଉଳ ଙ୍କ ନିର୍ଦ୍ଦେଶ...
ବଲାଙ୍ଗୀର,  ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଳକ ଅନ୍ତର୍ଗତ ଶଙ୍କରଭୁଜି ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଅଘଟଣ। ଆଜି ସକାଳେ ରୋଷେଇ କରୁଥିବା ବେଳେ ଗ୍ୟାସ୍...
ଭୁବନେଶ୍ବର, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର କଳାରାହାଙ୍ଗ ପଂଚାୟତର ଜିଆରଏସ ବାବୁଲି ଚରଣ ପଢିହାରୀଙ୍କ ବିଭିନ୍ନ ଠିକଣା ଉପରେ ସୋମବାର...
କଟକ,କଟକ ସତୀ ଚଉରା ଶ୍ମଶାନରେ ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପ୍ରଥମେ ବାଦାମବାଡ଼ି ସ୍ଥିତ ବାସଭବନରୁ...
ଡିନ୍ ଙ୍କୁ ଭେଟିଲେ ଆକ୍ସନ କମିଟିର କର୍ମକର୍ତା, ଆଲୋଚନା ବିଫଳ ବଲାଙ୍ଗିର,ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡ଼ିକାଲ କଲେଜର ପ୍ରଥମ ବର୍ଷର ଛାତ୍ର ନିଶାନ୍ତ...
error

Enjoy this blog? Please spread the word :)

Follow by Email
Instagram
Telegram