ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ଗସ୍ତ କରିବେ । ଏହି ଅବସରରେ ପିଏମ ମୋଦି...
ଭୁବନେଶ୍ୱର, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ମୟୂରଭଞ୍ଜ ଜିଲ୍ଲାର ମୋରୋଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାସଗୋବିନ୍ଦପୁର ଗସ୍ତରେ...
ଭୁବନେଶ୍ୱର, ଷିଆରସେଣ୍ଟପିଟର୍ସବର୍ଗଠାରେଆୟୋଜିତଆୟୋଜିତଅନ୍ତର୍ଜାତୀୟବାଲୁକାକଳାଚାମ୍ପିଅନସିପରେ ବିଶିଷ୍ଟବାଲୁକାଶିଳ୍ପୀ ବିଜୟୀହୋଇସ୍ଵର୍ଣ୍ଣପଦକହାସଲକରିଥିବାରୁମୁଖ୍ୟମନ୍ତ୍ରୀଶ୍ରୀମୋହନଚରଣମାଝୀତାଙ୍କୁଅଭିନନ୍ଦନଜଣାଇଛନ୍ତି। ମୁଖ୍ୟମନ୍ତ୍ରୀକହିଛନ୍ତିଯେପଦ୍ମଶ୍ରୀ ସୁଦର୍ଶନପଟ୍ଟନାୟକଙ୍କପ୍ରତିଭାତାଙ୍କୁବ୍ୟକ୍ତିଗତଭାବେପ୍ରତିଷ୍ଠାଦେଇଥିବାବେଳେସାରାଓଡ଼ିଶାକୁଗର୍ବିତକରିଛି।ସେଓଡ଼ିଶାରଓସାରାଦେଶରଗର୍ବଓଗୌରବ। ଅନେକଜାତୀୟଓଅନ୍ତର୍ଜାତୀୟପ୍ରତିଯୋଗିତାରେବିଜୟୀହୋଇସେବାଲୁକାକଳାରେନିଜରପରାକାଷ୍ଠାଦେଖାଇଚାଲିଛନ୍ତି।ଆଗାମୀଦିନରେସେଆହୁରିପ୍ରତିଷ୍ଠାହାସଲକରିବେବୋଲିମୁଖ୍ୟମନ୍ତ୍ରୀଆଶାପ୍ରକାଶକରିଛନ୍ତି।
ଅବୁଜା– ଆଫ୍ରିକୀୟ ଦେଶ ନାଇଜେରିଆରେ ସେଂଟ ଏକାଡେମୀ ସ୍କୁଲର ଦୁଇମହଲା ବିଲ୍ଡିଂର ବଡ ଅଂଶ ଭୁଶୁଡିବା କାରଣରୁ 22ଜଣ ବିଦ୍ୟାର୍ଥୀଙ୍କ ମୃତ୍ୟୁ ହୋଇଥିବା...
ଗଞ୍ଜାମ, ବ୍ରହ୍ମପୁର ସହରର ଲାଂଜିପଲୀ ଓଭରବ୍ରିଜ ନିକଟରେ ଗତକାଲି ରାତିରେ ଏକ ଚଳନ୍ତା କାରରେ ଅଗ୍ନିକାଣ୍ଡ ଘଟି ହୁତ୍ ହୁତ୍ ହୋଇ ଜଳିଯାଇଛି।...
ବଲାଙ୍ଗିର : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଅଞ୍ଚଳରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ସିନ୍ଧେକେଲା ଅଞ୍ଚଳରେ ଅନେକ ଛୋଟବଡ଼ ପାହାଡ଼ ରହିଥିବା...
ସୁପରଭାଇଜରଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ତାପଙ୍ଗ ଖଣିରେ ନିଖୋଜ ଯୁବକଙ୍କ ମୃତଦେହ 5ଦିନ ପରେ ଉଦ୍ଧାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ତେଲେଙ୍ଗାନାର ଉପ...
ଭୁବନେଶ୍ୱର/ନୂଆପଡ଼ା – କୋମନା ଥାନା ତରବୋଡ ସମ୍ଭବ ପ୍ରକଳ୍ପ ଠାରେ ସୁପର ଭାଇଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।ବେକରେ ରଶି ଲଗାଇ...
ଭୁବନେଶ୍ୱର– ଖୋର୍ଦ୍ଧା ତାପଗଂ ବଡ ସାଉଁଳି କଳିଙ୍ଗ ପାହାଡ ଖଣିରେ ନିଖୋଜ ହୋଇଥିବା ଯୁବକର ମୃତଦେହ ୫ଦିନ ପରେ ଉଦ୍ଧାର ହୋଇଛି ।...
ଭୁବନେଶ୍ୱର, ତେଲେଙ୍ଗାନାର ଉପ ମୁଖ୍ୟମନ୍ତ୍ରୀ ତଥା ଅର୍ଥ, ଯୋଜନା ଓ ଶକ୍ତି ବିଭାଗର ମନ୍ତ୍ରୀ ବି.ଭି ମାଲ୍ଲୁ ଆଜି ଲୋକସେବା ଭବନ ଠାରେ...
