-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଆଜି ଖୋର୍ଧା ଜିଲ୍ଲାରେ ୬୪୪ ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୩୦୭୮୯ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୨୭୨୦, ବାଲେଶ୍ୱର ଜିଲ୍ଲାରେ ୬୧୧୮, ବରଗଡ ଜିଲ୍ଲାରେ ୫୨୨୨, ଭଦ୍ରକ ଜିଲ୍ଲାରେ ୪୪୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୩୪୭୬ . ବୌଦ୍ଧ ଜିଲ୍ଲାରେ ୧୪୧୬, କଟକ ଜିଲ୍ଲାରେ ୧୬,୦୩୪, ଦେବଗଡ ଜିଲ୍ଲାରେ ୪୯୧, ଢେଙ୍କାନାଳ ଜିଲ୍ଲାରେ ୩୦୫୦. ଗଜପତି ଜିଲ୍ଲାରେ ୩୩୪୦, ଗଂଜାମ ଜିଲ୍ଲାରେ ୧୯୬୧୮, ଜଗତସିଂହପୁର ଜିଲ୍ଲାରେ ୩୯୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୬୮୩୬ , ଝାରସୁଗୁଡା ଜିଲ୍ଲାରେ ୩୨୪୨, କଳାହାଣ୍ଡି ଜିଲ୍ଲାରେ ୨୫୬୪, କନ୍ଧମାଳ ୩୫୬୩, କେନ୍ଦ୍ରାପଡା ଜିଲ୍ଲାରେ ୩୮୬୨, କେନ୍ଦୁଝର ଜିଲ୍ଲାରେ ୩୪୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୫୪୪୧ , ମାଲକାନଗିରି ଜିଲ୍ଲାରେ ୩୧୧୪, ମୟୁରଭଂଜ ଜିଲ୍ଲାରେ ୬୫୮୮. ନବରଙ୍ଗପୁର ଜିଲ୍ଲାରେ ୨୮୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୪୧୭୩, ନୂଆପଡା ଜିଲ୍ଲାରେ ୨୦୮୭ , ପୁରୀ ଜିଲ୍ଲାରେ ୮୨୦୫, ରାୟଗଡା ଜିଲ୍ଲାରେ ୬୭୮୪. ସମ୍ବଲପୁର ଜିଲ୍ଲାରେ ୪୮୩୭. ସୁବର୍ଣପୁର ଜିଲ୍ଲାରେ ୨୨୮୯ ଓ ସୁନ୍ଦରଗଡ ଜିଲ୍ଲାରେ ୬୪୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨୯୬୩ ହୋଇଛି ।