
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଜୀ ଙ୍କ ଜନ୍ମଦିନକୁ ପାଳନ କରାଯାଉଥିବା ସେବା ସପ୍ତାହ ରେ ଆଜି ପୁରୀ ବିଧାନ ସଭା କ୍ଷେତ୍ର ଅନ୍ତର୍ଗତ ୱାର୍ଡ 31ରେ ଜ଼ିଲ୍ଲା ସଭାନେତ୍ରୀ ଜ୍ୟୋତି ମହାପାତ୍ର ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଙ୍କ ନେତୃତ୍ୱ ରେ ଫଳ ବଣ୍ଟନ କରାଯାଇଛି, ଏହି କାର୍ଯ୍ୟକ୍ରମ ରେ ମନସ୍ବିନୀ ଦାଶ, ଜୟନ୍ତୀ ପଟ୍ଟନାୟକ, ବାସନ୍ତୀ ବାରିକ, କୁମାରୀ ସାହୁ, ମନୋରମା ନନ୍ଦ, ଆରତୀ ମିଶ୍ର, ରାନୁ ମହାନ୍ତି, ରଘୁନାଥ ଗୋଛିକାର, ହେମନ୍ତ ମହାନ୍ତି, ନେତ୍ରା ବିଶୋଇ, ବିଶ୍ୱନାରାୟଣ ଦାଶ, ରାଜେଶ ସାହୁ ସହଯୋଗ କରିଥିଲେ l