-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଆଜି ଖୋର୍ଧା ଜିଲ୍ଲାରେ ୬୪୭ ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୨୮୯୭୪ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୨୨୮୦, ବାଲେଶ୍ୱର ଜିଲ୍ଲାରେ ୫୭୫୧, ବରଗଡ ଜିଲ୍ଲାରେ ୪୯୦୭, ଭଦ୍ରକ ଜିଲ୍ଲାରେ ୪୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୩୨୪୬ . ବୌଦ୍ଧ ଜିଲ୍ଲାରେ ୧୨୫୮, କଟକ ଜିଲ୍ଲାରେ ୧୪,୫୦୨, ଦେବଗଡ ଜିଲ୍ଲାରେ ୪୪୬, ଢେଙ୍କାନାଳ ଜିଲ୍ଲାରେ ୨୮୩୬. ଗଜପତି ଜିଲ୍ଲାରେ ୩୨୫୬, ଗଂଜାମ ଜିଲ୍ଲାରେ ୧୯୪୪୪, ଜଗତସିଂହପୁର ଜିଲ୍ଲାରେ ୩୫୦୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୬୩୧୮ , ଝାରସୁଗୁଡା ଜିଲ୍ଲାରେ ୨୯୨୬, କଳାହାଣ୍ଡି ଜିଲ୍ଲାରେ ୨୩୦୭, କନ୍ଧମାଳ ୩୨୦୬, କେନ୍ଦ୍ରାପଡା ଜିଲ୍ଲାରେ ୩୫୧୧, କେନ୍ଦୁଝର ଜିଲ୍ଲାରେ ୩୧୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୫୧୩୪ , ମାଲକାନଗିରି ଜିଲ୍ଲାରେ ୨୯୩୫, ମୟୁରଭଂଜ ଜିଲ୍ଲାରେ ୬୧୬୬. ନବରଙ୍ଗପୁର ଜିଲ୍ଲାରେ ୨୫୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୪୦୧୯, ନୂଆପଡା ଜିଲ୍ଲାରେ ୧୯୧୯ , ପୁରୀ ଜିଲ୍ଲାରେ ୭୪୨୧, ରାୟଗଡା ଜିଲ୍ଲାରେ ୬୪୪୭. ସମ୍ବଲପୁର ଜିଲ୍ଲାରେ ୪୪୪୯ . ସୁବର୍ଣପୁର ଜିଲ୍ଲାରେ ୨୧୧୯ ଓ ସୁନ୍ଦରଗଡ ଜିଲ୍ଲାରେ ୬୦୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ରାଜ୍ୟପୁଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨୧୯୧ ହୋଇଛି ।