ଗଞ୍ଜାମ– କୋଭିଡ଼୍ -୧୯ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ବ୍ରହ୍ମପୁର ସହରରେ ୧୨ଟି ଦୋକାନକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ଏଥିସହ ଦୁଇଟି ମନ୍ଦିରକୁ ବନ୍ଦ କରାଯାଇଛି । ବଡ଼ ବଜାର, ସାନ ବଜାର, ଗାନ୍ଧୀ ନଗର, ଆସିକା ରୋଡ଼ ଓ ପୁରୁଣା ବସଷ୍ଟାଣ୍ଡରେ ଫ୍ୟାନ୍ସୀ ଷ୍ଟୋର, ଇଲେକ୍ଟ୍ରୋନିକ୍ ଦୋକାନ, ଲସି ଷ୍ଟଲ୍ ସିଲ୍ କରାଯାଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସେହିପରି ଗୋଟିଏ କଲ୍ୟାଣୀ ମଣ୍ଡପ ଓ ଦୁଇଟି ମନ୍ଦିର ଖୋଲା ରହିଥିବାରୁ ପ୍ରଶାସନ ପକ୍ଷରୁ ତାହାକୁ ବନ୍ଦ କରାଯାଇଛି ।
Related Stories
November 29, 2024