ଓଡିଶା ଦୁଇ ମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ desk September 13, 2020 ଭୁବନେଶ୍ବର। କରୋନା ସଂକ୍ରମିତ ହୋଇଥିବା ଦୁଇ ମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ବିଟ କରି କହିଛନ୍ତି ଯେ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ଓ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କୋଭିଡ ସଂକ୍ରମିତ ହେବା ଜାଣି ଫୋନ ଯୋଗେ କଥା ହୋଇ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିଲି। ଉଭୟଙ୍କ ଆଶୁ ଆରୋଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି। Tags: CM Continue Reading Previous: ବିକ୍ରି ପାଇଁ ଦୋକାନ ରେ ରଖିଥିବା ପେଟ୍ରୋଲ ରୁ ନିଆଁ ଲାଗି ଦୋକାନ ଧୂଳିସାତ Next: ଯାତ୍ରା ଜଗତର ଲୋକପ୍ରିୟ ଅଭିନେତା ମହେନ୍ଦ୍ର ଦାସଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଶୋକ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଭିନ୍ନକ୍ଷମ ଭୋଟରଙ୍କ ମତଦାନକୁ ସୁଗମ କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କଲେ ନିର୍ବାଚନ ଆୟୋଗ 1 min read ଓଡିଶା ଭିନ୍ନକ୍ଷମ ଭୋଟରଙ୍କ ମତଦାନକୁ ସୁଗମ କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କଲେ ନିର୍ବାଚନ ଆୟୋଗ October 15, 2025 ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ରରେ କାର୍ତ୍ତିକ ଅବକାଶ, ଓଡିଶା ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ରରେ କାର୍ତ୍ତିକ ଅବକାଶ, October 15, 2025 ଆଜି ଶ୍ରୀବିଗ୍ରହ ଙ୍କ ବନକ ଲାଗି ନୀତି, ଓଡିଶା ଆଜି ଶ୍ରୀବିଗ୍ରହ ଙ୍କ ବନକ ଲାଗି ନୀତି, October 15, 2025