ପୁରୀ – ପୁରୀସହର ସମେତ ଜିଲ୍ଲାରେ କରୋନା ସଂକ୍ରମିତ ରୋଗୀ ଦିନକୁ ଦିନ ବଢିବାରେ ଲାଗିଛି । ଗତକାଲି ୩୮୭ଜଣ ନୂଆରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ୩୩୨ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଯାହା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ବିଶେଷ କରି ଦୋଳମଣ୍ଡପ ସାହି, କରତି ସାହି, ବାଲିସାହି, ହେରାଗୋହିରୀ ସାହି ଆଦି ପୁରୀ ୧ରେ ସଂକ୍ରମଣ ବଢୁଥିବା ଦେଖାଯାଉଛି । କରୋନାର କରାଳକାୟା ସହରରେ ବଢୁଥିବା ବେଳେ ଯାତ୍ରୀ ଓ ପର୍ଯ୍ୟଟକ ପୁରୀକୁ ଆସୁଥିବା ଦେଖାଯାଉଛି ।
Related Stories
November 23, 2024