କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୦୯/୦୯/୨୦୨୦,କରୋନା ମହାମାରୀ ରେ ମୃତ୍ୟୁ ବରଣ କରିଥିବା ପ୍ରମୋଦିନି ମେଡିକାଲ ଷ୍ଟୋର ର ମାଲିକ ଅଜିତ ରାଜ ଙ୍କ ଏକାଦଶାହ ଉପଲକ୍ଷେ ପୁରୀ ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ଶ୍ରୀକ୍ଷେତ୍ର କେମିଷ୍ଟ ଭବନରେ ଏକ ଶୋକ ସଭାର ଆୟୋଜନ କରାଯାଇ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଛି।
ପୁରୀ ଜିଲ୍ଲା ସଭାପତି ସୁଜିତ ସେନଗୁପ୍ତ|,ସାଧାରଣ ସଂପାଦକ ଦୀପକ ରଞ୍ଜନ ମହାନ୍ତି, ଦିଲ୍ଲୀପ କୁମାର ପଟ୍ଟନାୟକ, ମନମୋହନ ଷଡଙ୍ଗୀ , ପ୍ରଦୀପ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 22, 2024