-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଆଜି ଖୋର୍ଧା ଜିଲ୍ଲାରେ ୬୧୫ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୨୩,୩୩୨ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୧୪୩୨, ବାଲେଶ୍ୱର ଜିଲ୍ଲାରେ ୪୬୩୦, ବରଗଡ ଜିଲ୍ଲାରେ ୩୭୭୨, ଭଦ୍ରକ ଜିଲ୍ଲାରେ ୩୫୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ବଲାଙ୍ଗିର ଜିଲ୍ଲାରେ ୨୩୭୨ . ବୌ ଦ୍ଧ ଜିଲ୍ଲାରେ ୯୨୬, କଟକ ଜିଲ୍ଲାରେ ୧୧,୫୧୯, ଦେବଗଡ ଜିଲ୍ଲାରେ ୩୧୬, ଢେଙ୍କାନାଳ ଜିଲ୍ଲାରେ ୨୨୧୦. ଗଜପତି ଜିଲ୍ଲାରେ ୩୦୮୦, ଗଂଜାମ ଜିଲ୍ଲାରେ ୧୮୮୮୩, ଜଗତସିଂହପୁର ଜିଲ୍ଲାରେ ୨୫୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୫୨୦୬ , ଝାରସୁଗୁଡା ଜିଲ୍ଲାରେ ୨୧୪୮, କଳାହାଣ୍ଡି ଜିଲ୍ଲାରେ ୧୭୧୫, କନ୍ଧମାଳ ୨୬୦୫, କେନ୍ଦ୍ରାପଡା ଜିଲ୍ଲାରେ ୨୫୧୦, କେନ୍ଦୁଝର ଜିଲ୍ଲାରେ ୨୫୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୪୩୪୧ , ମାଲକାନଗିରି ଜିଲ୍ଲାରେ ୨୬୨୮, ମୟୁରଭଂଜ ଜିଲ୍ଲାରେ ୫୦୯୩. ନବରଙ୍ଗପୁର ଜିଲ୍ଲାରେ ୧୬୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୩୫୪୧, ନୂଆପଡା ଜିଲ୍ଲାରେ ୧୦୯୫ , ପୁରୀ ଜିଲ୍ଲାରେ ୫୨୨୭, ରାୟଗଡା ଜିଲ୍ଲାରେ ୫୭୫୦. ସମ୍ବଲପୁର ଜିଲ୍ଲାରେ ୩୫୩୯ . ସୁବର୍ଣପୁର ଜିଲ୍ଲାରେ ୧୪୧୫ ଓ ସୁନ୍ଦରଗଡ ଜିଲ୍ଲାରେ ୫୧୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।