-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର – ଆଜି ଖୋର୍ଧା ଜିଲ୍ଲାରେ ୫୩୫ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୨୨୭୧୭ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୧୩୭୫, ବାଲେଶ୍ୱର ଜିଲ୍ଲାରେ ୪୫୨୭, ବରଗଡ ଜିଲ୍ଲାରେ ୩୬୮୦, ଭଦ୍ରକ ଜିଲ୍ଲାରେ ୩୪୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୨୨୦୯ . ବୌ ଦ୍ଧ ଜିଲ୍ଲାରେ ୮୬୮, କଟକ ଜିଲ୍ଲାରେ ୧୧,୧୨୭, ଦେବଗଡ ଜିଲ୍ଲାରେ ୨୯୨, ଢେଙ୍କାନାଳ ଜିଲ୍ଲାରେ ୨୧୪୫. ଗଜପତି ଜିଲ୍ଲାରେ ୩୦୪୭, ଗଂଜାମ ଜିଲ୍ଲାରେ ୧୮୮୧୨, ଜଗତସିଂହପୁର ଜିଲ୍ଲାରେ ୨୪୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
ଯାଜପୁର ଜିଲ୍ଲାରେ ୫୦୬୬ , ଝାରସୁଗୁଡା ଜିଲ୍ଲାରେ ୨୦୭୮, କଳାହାଣ୍ଡି ଜିଲ୍ଲାରେ ୧୬୭୭, କନ୍ଧମାଳ ୨୫୨୦, କେନ୍ଦ୍ରାପଡା ଜିଲ୍ଲାରେ ୨୩୯୪, କେନ୍ଦୁଝର ଜିଲ୍ଲାରେ ୨୫୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା
କୋରାପୁଟ ଜିଲ୍ଲାରେ ୪୨୪୪ , ମାଲକାନଗିରି ଜିଲ୍ଲାରେ ୨୬୦୭, ମୟୁରଭଂଜ ଜିଲ୍ଲାରେ ୫୦୯୦. ନବରଙ୍ଗପୁର ଜିଲ୍ଲାରେ ୧୫୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୩୪୭୨, ନୂଆପଡା ଜିଲ୍ଲାରେ ୯୮୮ , ପୁରୀ ଜିଲ୍ଲାରେ ୪୮୪୦, ରାୟଗଡା ଜିଲ୍ଲାରେ ୫୬୬୮. ସମ୍ବଲପୁର ଜିଲ୍ଲାରେ ୩୪୬୦ . ସୁବର୍ଣପୁର ଜିଲ୍ଲାରେ ୧୨୯୧ ଓ ସୁନ୍ଦରଗଡ ଜିଲ୍ଲାରେ ୫୦୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।