-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଆଜି ଖୋର୍ଧା ଜିଲ୍ଲାରେ ୮୭୮ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୨୦୬୧୮ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୧୧୪୪, ବାଲେଶ୍ୱର ଜିଲ୍ଲାରେ ୪୨୧୦, ବରଗଡ ଜିଲ୍ଲାରେ ୩୦୨୭, ଭଦ୍ରକ ଜିଲ୍ଲାରେ ୩୧୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୧୯୮୧ . ବୌ ଦ୍ଧ ଜିଲ୍ଲାରେ ୭୯୨, କଟକ ଜିଲ୍ଲାରେ ୧୦୦୪୩, ଦେବଗଡ ଜିଲ୍ଲାରେ ୨୪୬, ଢେଙ୍କାନାଳ ଜିଲ୍ଲାରେ ୧୯୩୯. ଗଜପତି ଜିଲ୍ଲାରେ ୨୯୬୦, ଗଂଜାମ ଜିଲ୍ଲାରେ ୧୮୫୪୪, ଜଗତସିଂହପୁର ଜିଲ୍ଲାରେ ୨୨୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୪୩୫୧ , ଝାରସୁଗୁଡା ଜିଲ୍ଲାରେ ୧୫୬୪, କଳାହାଣ୍ଡି ଜିଲ୍ଲାରେ ୧୫୫୩, କନ୍ଧମାଳ ୨୩୬୬, କେନ୍ଦ୍ରାପଡା ଜିଲ୍ଲାରେ ୨୧୨୩, କେନ୍ଦୁଝର ଜିଲ୍ଲାରେ ୨୩୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୩୯୮୧ , ମାଲକାନଗିରି ଜିଲ୍ଲାରେ ୨୫୧୫, ମୟୁରଭଂଜ ଜିଲ୍ଲାରେ ୪୬୧୯. ନବରଙ୍ଗପୁର ଜିଲ୍ଲାରେ ୧୩୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଅ
ନୟାଗଡ ଜିଲ୍ଲାରେ ୩୩୧୯, ନୂଆପଡା ଜିଲ୍ଲାରେ ୭୪୫ , ପୁରୀ ଜିଲ୍ଲାରେ ୪୩୦୬, ରାୟଗଡା ଜିଲ୍ଲାରେ ୫୨୦୮. ସମ୍ବଲପୁର ଜିଲ୍ଲାରେ ୩୨୧୫ . ସୁବର୍ଣପୁର ଜିଲ୍ଲାରେ ୯୬୧ ଓ ସୁନ୍ଦରଗଡ ଜିଲ୍ଲାରେ ୪୮୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।