
ମାଲକାନଗିରି -ମାଥିଲି ବ୍ଲକ ଅନ୍ତର୍ଗତ ପାଙ୍ଗାମ ଗ୍ରାମ ପଞ୍ଚାୟତ ପାତ୍ରଗୁଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ! ମୃତକ ଜଣକ ହେଲେ ପାତ୍ରଗୁଡାର ଚନ୍ଦ୍ର ନାୟକ ଙ୍କ ସ୍ତ୍ରୀ ବୁଦରୀ !ଗତକାଲି ରାତ୍ରରେ ଖାଇସାରି ସୋଇପଡ଼ିଥିଲେ ସମସ୍ତେ !ହଟାତ ମଧ୍ୟ ରାତ୍ରରେ ଏକ ବିଷ ଧାର ସାପ ତାଙ୍କୁ କାଟି ଦେବାରୁନିଦ ଭାଙ୍ଗି ଯାଇଥିଲା !ତୁରନ୍ତ ମାଥିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା !ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଥିଲା !ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା !