ଭୁବନେଶ୍ୱର – ଆଜି ଖୋର୍ଧା ଜିଲ୍ଲାରେ ୮୫୯ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧୯୭୪୦ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୧୦୭୬, ବାଲେଶ୍ୱର ଜିଲ୍ଲାରେ ୪୦୫୭, ବରଗଡ ଜିଲ୍ଲାରେ ୨୭୫୩, ଭଦ୍ରକ ଜିଲ୍ଲାରେ ୩୧୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୧୯୪୪ . ବୌ ଦ୍ଧ ଜିଲ୍ଲାରେ ୭୨୫, କଟକ ଜିଲ୍ଲାରେ ୯୭୮୪, ଦେବଗଡ ଜିଲ୍ଲାରେ ୨୪୨, ଢେଙ୍କାନାଳ ଜିଲ୍ଲାରେ ୧୮୭୦. ଗଜପତି ଜିଲ୍ଲାରେ ୨୯୩୧, ଗଂଜାମ ଜିଲ୍ଲାରେ ୧୮୪୪୨, ଜଗତସିଂହପୁର ଜିଲ୍ଲାରେ ୨୧୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୪୧୪୫ , ଝାରସୁଗୁଡା ଜିଲ୍ଲାରେ ୧୪୯୭, କଳାହାଣ୍ଡି ଜିଲ୍ଲାରେ ୧୫୧୬, କନ୍ଧମାଳ ୨୩୨୮, କେନ୍ଦ୍ରାପଡା ଜିଲ୍ଲାରେ ୨୦୭୫, କେନ୍ଦୁଝର ଜିଲ୍ଲାରେ ୨୨୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୩୮୯୧ , ମାଲକାନଗିରି ଜିଲ୍ଲାରେ ୨୪୯୦, ମୟୁରଭଂଜ ଜିଲ୍ଲାରେ ୪୨୯୩. ନବରଙ୍ଗପୁର ଜିଲ୍ଲାରେ ୧୩୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୩୨୮୫, ନୂଆପଡା ଜିଲ୍ଲାରେ ୬୪୭ , ପୁରୀ ଜିଲ୍ଲାରେ ୪୨୪୫, ରାୟଗଡା ଜିଲ୍ଲାରେ ୫୧୪୧. ସମ୍ବଲପୁର ଜିଲ୍ଲାରେ ୩୧୩୨ . ସୁବର୍ଣପୁର ଜିଲ୍ଲାରେ ୮୬୨ ଓ ସୁନ୍ଦରଗଡ ଜିଲ୍ଲାରେ ୪୭୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।