-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଆଜି ଖୋର୍ଧା ଜିଲ୍ଲାରେ ୭୨୨ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧୮୮୮୧ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୧୦୧୬, ବାଲେଶ୍ୱର ଜିଲ୍ଲାରେ ୪୦୪୮, ବରଗଡ ଜିଲ୍ଲାରେ ୨୬୩୩, ଭଦ୍ରକ ଜିଲ୍ଲାରେ ୨୯୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୧୯୦୧ . ବୌ ଦ୍ଧ ଜିଲ୍ଲାରେ ୬୮୧, କଟକ ଜିଲ୍ଲାରେ ୯୩୬୪, ଦେବଗଡ ଜିଲ୍ଲାରେ ୨୧୯, ଢେଙ୍କାନାଳ ଜିଲ୍ଲାରେ ୧୮୫୨. ଗଜପତି ଜିଲ୍ଲାରେ ୨୯୧୩, ଜଗତସିଂହପୁର ଜିଲ୍ଲାରେ ୨୦୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୪୧୧୨ , ଝାରସୁଗୁଡା ଜିଲ୍ଲାରେ ୧୪୬୦, କଳାହାଣ୍ଡି ଜିଲ୍ଲାରେ ୧୪୭୯, କନ୍ଧମାଳ ୨୩୦୧, କେନ୍ଦ୍ରାପଡା ଜିଲ୍ଲାରେ ୨୩୦୧, କେନ୍ଦୁଝର ଜିଲ୍ଲାରେ ୨୧୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୩୮୦୮ , ମାଲକାନଗିରି ଜିଲ୍ଲାରେ ୨୪୭୩, ମୟୁରଭଂଜ ଜିଲ୍ଲାରେ ୪୧୫୯. ନବରଙ୍ଗପୁର ଜିଲ୍ଲାରେ ୧୨୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୩୨୧୫, ନୂଆପଡା ଜିଲ୍ଲାରେ ୬୦୭ , ପୁରୀ ଜିଲ୍ଲାରେ ୪୦୧୦, ରାୟଗଡା ଜିଲ୍ଲାରେ ୪୯୭୨. ସମ୍ବଲପୁର ଜିଲ୍ଲାରେ ୩୦୫୨ . ସୁବର୍ଣପୁର ଜିଲ୍ଲାରେ ୭୯୬ ଓ ସୁନ୍ଦରଗଡ ଜିଲ୍ଲାରେ ୪୬୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।