ଜୟପୁର – ଏମ.ଆର.କୁ ଦଲାଲ ଦର୍ଶାଇ ଗିରଫ କରାନଯାଉ ବୋଲି ଓଡିଶା ସେଲ୍ସ ରିପ୍ରେଜେଂଟିଭ ୟୁନିୟନର ଜୟପୁର ଶାଖାର ସଦସ୍ୟ ଦାବି କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ଜୟପୁର ଉପଜିଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି ।ଡାକ୍ତରଖାନାକୁ ଦଲାଲ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିବାବେଳେ ପୋଲିସ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି । ଇତି ମଧ୍ୟରେ ସରକାର କେତକ ଦଲାଲଙ୍କୁ ମଧ୍ୟ ଗିରଫ କରିଥିବା ସୂଚନା ଦେଇଛନ୍ତି । ତେବେ ଏହାରି ଭିତରେ ମେଡିକାଲ ରିପ୍ରୋଜେଂଟିଭ୍ ରହିଥିବାରୁ ଏହାକୁ ବିରୋଧ କରିଛି ଓଡିଶା ସେଲ୍ସ ରିପ୍ରେଜେଂଟିଭ ୟୁନିୟନ । ରିପ୍ରେଜେଂଟିଭ ମାନେ ବଜାରରେ ଉପଲବ୍ଧ ହେଉଥିବା ଏବଂ ନୂତନ ଭାବେ ଲଂଚ କରୁଥିବା ଔଷଧ ବାବଦରେ ଡାକ୍ତରଙ୍କୁ ଅବଗତ କରାଉଛନ୍ତି । ଏହା ଏକ ସମ୍ମାନଜନକ ବ୍ୟାପାର ହୋଇଥିଲେ ବି ଏହାର କର୍ମଚାରିଙ୍କୁ ଦଲାଲ ବୋଲି ଧରିନେବା ଗିରଫ କରାନଯିବା ପାଇଁ ୟୁନିୟନ ତରଫରୁ ଦାବି କରାଯାଇଛି । ବାଇକ ଶୋଭାଯାତ୍ରା ଓସଆରୟୁ କାର୍ଯ୍ୟାଳୟରୁ ବାହରି ଉପ ଜିଲାପାଳ କାର୍ଯ୍ୟ।।ଳୟରେ ପହଂଚି ସ୍ମାରକ ପତ୍ର ପ୍ରଦାନ କରିଥିଲେ । ବାଇକ ଶୋଭାଯାତ୍ରା ଓସଆରୟୁ କାଯ୍ୟାଳୟରୁ ବାହରି ଉପ ଜିଲାପାଳ କାର୍ଯ୍ୟ।।ଳୟରେ ପହଂଚି ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏଲ୍ କେ ମିଶ୍ର, ରଂଜନ ମିଶ୍ର, ସତିଶ୍ ପଟ୍ଟନାୟକ, କାର୍ତିକ ରାଉତ ଓ ସନ୍ତୋଷ ଦଳେଇଙ୍କ ନେତୃତ୍ୱରେ ଏକ ଟିମ୍ ଏନେଇ ଜୟପୁର ଟାଉନ ଥାନା ଅଧିକାକରୀଙ୍କୁ ଅବଗତ କରାଇଥିଲେ ।

Related Stories
November 24, 2024
November 24, 2024