
ଭୁବନେଶ୍ୱର– ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କୋବିଡ ଗାଇଡଲାଇନ ଉଲ୍ଲଂଘନ ପାଇଁ ୬ଟି ମାମଲା ରୁଜୁ କରା ଯାଇଛି । ଏଥି ମଧ୍ୟରୁ ୫ଟି ମାମଲା କୋବିଡ ଗାଇଡଲାଇନ ଉଲ୍ଲଂଘନ ସମ୍ପର୍କିତ ହୋଇଥିବା ବେଳେ ଗୋଟିଏ ଅନ୍ୟ ମାମଲା ବୋଲି ସୂଚନା ଦିଆ ଯାଇଛି । ରାଜ୍ୟ ପୋଲିସ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି ।